Masthead

ରିଲିଜ୍ ହେଲା ଧୋନି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ଟିଜର୍

ଚେନ୍ନାଇ(ବଡ଼ ଖବର ବୁ୍ୟରୋ) ରିଲିଜ୍ ହେଲା ଧୋନି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ଟିଜର୍ । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ ସିଂହ ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ରେ ରିଲିଜ୍ ହେଲା ଫିଲ୍ମ ‘ଏଲଜିଏମ୍’ର ଟ୍ରେଲର୍ । ଟ୍ରେଲରଟି ସୋମବାର ୧୦ ଜୁଲାଇରେ ରିଲିଜ୍ ହେଲା ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ହରିଶ କଲ୍ୟାଣ । ଫିଲ୍ମ ‘ଏଲଜିଏମ୍’ ବା ‘ଲେଟସ୍ ଗେଟ୍ ମ୍ୟାରେଡ୍’ ଜୁଲାଇ ୩୧ରେ ବକ୍ସଅଫିସ୍ ରେ ରିଲିଜ୍ ହେବ । ଫିଲ୍ମର ଟ୍ରେଲର୍ ରିଲିଜ୍ ପରେ ଦର୍ଶକମାନେ ଏହାକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି ।

ଦେଖିବାକୁ ଗଲେ ଧୋନି ଫ୍ୟାନ୍ସମାନେ ଅଧିକ ଉତ୍ସାହିତ ଥିବା ଜଣାପଡିଛି । ଧୋନିଙ୍କ ପ୍ରଡକ୍ସନ ହାଉସ୍ ରେ ରିଲିଜ୍ ହେବାକୁଥିବା ଏହି ପ୍ରଥମ ଫିଲ୍ମଟି ବକ୍ସ୍ଅଫିସରେ କେତେ ସଫଳତା ହାସଲ କରିବ ତାହା ଫିଲ୍ମର ରିଲିଜ୍ ପରେ ଜଣାପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ