Before Header

‘ଖୁବଶୀଘ୍ର ଅର୍ଡର ବାହାରିବ’

0 105

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସିବିଟି ଚୁକ୍ତି ଭିତିକ ଶିକ୍ଷକ ସହ ସରାକରଙ୍କ ଆଲୋଚନା । ଆଲୋଚନା ପରେ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ମଲିକଙ୍କ ପ୍ରତିକ୍ରିୟା । କହିଲେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ଆଲୋଚନା ହୋଇଛି । ନିୟମିତ କରିବା ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଅର୍ଡର ବାହାରିବ ବୋଲି ପ୍ରତିଶ୍ରୁତି ମିଳିଛି । ଅର୍ଡର ବାହାରିବା ପରେ ଆନ୍ଦୋଳନ ସ୍ଥଗିତ ରହିବ । ସେପଟେ ଆଲୋଚନା ପରେ ଗଣଶିକ୍ଷାମନ୍ତ୍ରୀଙ୍କ ରଖିଛନ୍ତି ପ୍ରତିକ୍ରିୟା ।

କହିଛନ୍ତି ସକାରାତ୍ମକ ଆଲୋଚନା ହୋଇଛି । ଖୁବଶୀଘ୍ର ଅର୍ଡର ବାହାରିବ । ଆଜି ବି ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣା ଦେଇଥିଲେ । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଦାବିରେ କରିଥିଲେଆନ୍ଦୋଳନ । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Leave A Reply

Your email address will not be published.