Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Tag

latestupdate

୨ଦିନ ଟିକାକରଣ ବନ୍ଦ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁଇ ଦିନ ବନ୍ଦ ରହିବ ଟିକାକରଣ । ଗୁଲାବ ପ୍ରଭାବରେ ରାଜଧାନୀରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଏସଆରସି ସ୍ପଷ୍ଟ କରିବାପରେ ୨୬ ଓ ୨୭ ପାଇଁ ରାଜଧାନୀରେ କୋଭିଡ ଟିକାକରଣ ବନ୍ଦ…
Read More...

ଆଜି ମାଓ ଦମନ ରଣନୀତି ବୈଠକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଦିଲ୍ଲୀରେ ମାଓ ଦମନ ରଣନୀତି ବୈଠକ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଯୋଗଦେବେ ୧୦ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

‘ଗୁଲାବ’ ପାଇଁ ୨୪ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତିଲ ହେଲା ୨୪ଟି ଟ୍ରେନ୍‌ । ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି…
Read More...

ମାଡ଼ି ଆସୁଛି ‘ଗୁଲାବ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା…
Read More...

ଅପରେସନ ଗଜରାଜର ହୃଦୟବିଦାରକ ଅନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ମରିଗଲେ, ହାତୀ ବି ମରିଗଲା । ମହାନଦୀର ମହାଟ୍ରାଜେଡିରେ ଅପରେସନ ଗଜରାଜର ହୋଇଛି ଦୁଃଖଦ ଅନ୍ତ । ଉଦ୍ଧାର ପାଇଁ ଭୁଲ୍ ବ୍ୟବସ୍ଥା ତିନି ତିନି ଜୀବନକୁ ନେଇଗଲା । ଶେଷଯାଏଁ ସଠିକ୍ ରଣନୀତିର…
Read More...

ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତିନିଦିନିଆ ଗସ୍ତରେ ଦିଲ୍ଲୀ ଯାଉଛନ୍ତି । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକ…
Read More...

ଫସିଯାଇଛି ହାତୀ: ବଞ୍ଚିବା ପାଇଁ ନଦୀରେ କରୁଛି ସଂଘର୍ଷ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଫସିଯାଇଛି ହାତୀ । ବଞ୍ଚିବା ପାଇଁ ନଦୀରେ କରୁଛି ସଂର୍ଘଷ । ମହାନଦୀର ମୁଣ୍ଡଳୀ ବ୍ରିଜ ବନ୍ଧରେ ଫସିଲା ହାତୀ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ମହାନଦୀ ପାର ହୋଇ ଆଠଗଡ ବନଖଣ୍ଡକୁ…
Read More...

୨୪ ଘଣ୍ଟାରେ ୫୩୯ ପଜିଟିଭ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ…
Read More...

ଫୁଲିଲା ସୁବର୍ଣ୍ଣରେଖା: ବିପଦ ସଙ୍କେତ ଉପରେ ଜଳସ୍ତର

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଫୁଲିଲା ସୁବର୍ଣ୍ଣରେଖା । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଲଘୁଚାପ ବର୍ଷା ଯୋଗୁଁ ବାରମ୍ବାର ସୁବର୍ଣ୍ଣରେଖା ନଦୀର ଜଳସ୍ତର…
Read More...

ଜେଲରେ ବିବାହ

ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ଜେଲରେ ଦିବ୍ୟାଙ୍ଗ ପୀଡିତାଙ୍କ ଶୁଭ ବିବାହ । କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ୬ ବର୍ଷ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ଅର୍ଜୁନ ମଲ୍ଲିକ ଯିଏକି ୬ବର୍ଷ ପୂର୍ବରୁ…
Read More...