Masthead

ପଶ୍ଚିମବଙ୍ଗ ହିଂସା: ତଦନ୍ତ ପାଇଁ ସିବିଆଇ ଗଠନ କଲା ୪ଜଣିଆ ଟିମ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ଫଳାଫଳ ପରବର୍ତ୍ତୀ ହିଂସାର ତଦନ୍ତ ଆରମ୍ଭ କରିବ ସିବିଆଇ ଓ ଏସଆଇଟି । ଏନେଇ ଗୁରୁବାର ପଶ୍ଚିବଙ୍ଗ ହାଇକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । କୋର୍ଟ ଏହି ହିଂସାର ଯାଞ୍ଚ ପାଇଁ ସିବିଆଇ ଓ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସିବିଆଇ ୪ଟି ଟିମ ଗଠନ କରି ତଦନ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରତିଟି ଟିମରେ ୭ଜଣିଆ ମେମ୍ବର ରହିବେ ।

ସୂଚନାନୁସାରେ ଅତିରିକ୍ତ ନିର୍ଦ୍ଦେଶକ ଅଜୟ ଭଟନଗର ଏହି ଟିମ ଗୁଡ଼ିକୁ ମନିଟର କରିପାରନ୍ତି । ଦିଲ୍ଲୀ, ଲକ୍ଷ୍ନୌ, ଚେନ୍ନାଇ ଏବଂ ଅନ୍ୟାନ୍ୟ ରାଜ୍ୟରୁ ୨୫ଜଣିଆ ଟିମ ପଶ୍ଚିମଙ୍ଗ ଯାଇ ତଦନ୍ତ କରିବେ । କୋର୍ଟ ସିଧାସଳଖ ସିବିଆଇ ଓ ଏସଆଇଟିକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର