Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

ଦେଶ ବିଦେଶ

ଆସନ୍ତାକାଲି ଭାରତ ବନ୍ଦ

ବଡ଼ ଖବର ବ୍ୟୁରୋ : ଆସନ୍ତାକାଲି ହେବ ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡ଼ାକରା । ବିଭିନ୍ନ ଦାବି ନେଇ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡ଼ାକରା । ଜିଏସଟି…
Read More...

ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ

ଗୁଜୁରାଟ (ବଡ଼ ଖବର): ମେଲବର୍ଣ୍ଣକୁ କାଟିଲା ଗୁଜୁରାଟର ମୋଟେରା ଷ୍ଟାଡିୟମ । ବିଶ୍ୱର ସର୍ବବୃହତ ଷ୍ଟାଡିୟମର ପାଇଲା ମାନ୍ୟତା । ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଛନ୍ତି ଷ୍ଟାଡିୟମର ଉଦଘାଟନ । ଏହି ଷ୍ଟାଡିୟମର ନାମ ମୋଦି…
Read More...

ଝିଅ ମାନଙ୍କ ବିବାହ ବୟସ କେଉଁ ଦେଶରେ କେତେ, ଜାଣନ୍ତୁ ….

ନୂଆଦିଲ୍ଲୀ (ବଡ଼ ଖବର): ଭାରତୀୟ ପରମ୍ପରା ଅନୁସାରେ ଝିଅ ଓ ଘିଅ ବେଶିଦିନ ଘରେ ସାଇତି ରଖାଯାଏ ନାହିଁ । ଝିଅ ବିବାହ ଯୋଗ୍ୟ ହୋଇଗଲେ ପରିବାର ଲୋକଙ୍କ ମୁଣ୍ଡ ବ୍ୟଥା ବଢିଯାଏା ଯୋଗ୍ୟପାତ୍ର ଦେଖି ପରିବାର ଲୋକେ ଝିଅକୁ ବିବାହ…
Read More...

ବାଇଡେନଙ୍କ ଦଳରେ ସାମିଲ ହେଲେ ଭାରତୀୟ-ଆମେରିକୀୟ ଆଇନଜୀବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକୀୟ ଆଇନଜୀବି ତଥା ଅଧିକାର କର୍ମୀ କିରଣ ଅହୁଜାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ- ଅଫିସ୍ ଅଫ୍ ପର୍ସୋନେଲ୍‌ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟର ମୁଖ୍ୟ ଭାବରେ ମନୋନୀତ…
Read More...

ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟଙ୍କ ଉଦାରତା ଓ ଆତିଥ୍ୟ ବିଶ୍ୱରେ ବିରଳ । ଶତ୍ରୁକୁ ସହଯେ୍ଧଜ୍ଞ କରିବା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅଙ୍ଗ । ଯାହା ଏବେ ପାକିସ୍ତାନ ପାଇଁ ଭାରତ କରିଛି । ଭାରତୀୟ ବାୟୁସୀମାରେ…
Read More...

ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା । କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।…
Read More...

ନାଗାଲାଣ୍ଡ ବିଧାନସଭାରେ ପ୍ରଥମ ଥର ପାଇଁ ଶୁଭିଲା ଜାତୀୟ ସଂଗୀତ

ନୂଆଦିଲ୍ଲୀ (ବଡ଼ ଖବର): ନାଗାଲାଣ୍ଡ ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ପରିବେଷଣ କରାଯାଇଛି । ଯାହା ନାଗାଲାଣ୍ଡ ପାଇଁ ଏକ ଐତିହାସିକ ମୁହୂୁର୍ତ୍ତ ।୧୯୬୩ ଡିସେମ୍ବର୧ରେ ନାଗାଲାଣ୍ଡକୁ ୧୬ତ୍ତମ ରାଜ୍ୟର…
Read More...

‘ବିଗବସ’ ର ତାଜ ପିନ୍ଧିଲେ ରୁବିନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ସବୁଠାରୁ ଫେମସ୍ ରିଆଲିଟି ସୋ ବିଗବସ୍ । ଯାହାର ଫ୍ୟାନ ଫଲୋଇଂଗ ସବୁଠାରୁ ଅଧିକ । ତେବେ ଦୀର୍ଘ ସାଡେ ଚାରିମାସ ଧରି ଚାଲିଥିବା ବିଗବସ୍ସିଜନ୍ ୧୪ର ଯାତ୍ରା ଶେଷ ହୋଇଛି । ଫାଇନାଲି…
Read More...

ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ଲଗାତାର ୧୨ ଥର ବଢିଲାଣି ତୈଳ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇ ୯୦.୫୮ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୩୭ ପଇସା…
Read More...

କଂଗ୍ରାଜୁଲେସନ୍ସ ବେବୋ ଆଣ୍ଡ ସୈଫ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ନିକଟରେ ବଲିଉଡର ଚୁଲବୁଲି ନାୟିକା ‘ବେବୋ’ କରିନା କପୁର ଖାନ୍ ଆଣ୍ଡ ନବାବ ସୈଫ ଅଲ୍ଲୀ ଖାନ ଦ୍ୱିତୀୟ ଥର ପାଇଁ ପ୍ୟାରେର୍ଣ୍ଟସ ହେବାର ସୌଭଗ୍ୟ ଅର୍ଜନ କରିଛନ୍ତି । ପୁଣି ଥରେ ବେବୋ ଏକ କ୍ୟୁଟ…
Read More...