Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।

୨୦୨୧ର ରଥ ସରଲା, ୨୦୨୦ର ପ୍ରତିଶ୍ରୁତି ହୋଇନି ପୂରା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ୨୧ର ରଥ ସରଲା । ହେଲେ ୨୦ର ପ୍ରତିଶ୍ରୁତି ପୂରା ହୋଇନି । ପ୍ରଶାସନ କହିଥିଲା, ମ୍ୟୁଜିୟମ କରି ୩ ରଥ ରଖାଯିବ । ଏଥିଲାଗି ଯୋଜନା ଓ ବଜେଟ ବି ପ୍ରସ୍ତୁତ ହୋଇଥିଲା । କିନ୍ତୁ ସବୁ୍ ପ୍ଲାନ ଖାଲି…
Read More...

ଭାଙ୍ଗିଗଲା ପିସ୍ତଲ, ଦାଉ ସାଜିଲା ଭାଗ୍ୟ

ଟୋକିଓ (ବଡ଼ ଖବର ବ୍ୟୁରୋ) : ଟୋକିଓ ଅଲମ୍ପିକ୍ସରେ ମନୁ ଭାକରଙ୍କ ପିସ୍ତଲ ଖରାପ ହୋଇଯିବା କାରଣରୁ , ସେ ଅଳ୍ପକେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ଶନିବାର…
Read More...

ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କୁ ପ୍ରମାଣପତ୍ର

(ବଡ଼ ଖବର ବ୍ୟୁରୋ): ଗୁଜୁରାଟର ଆଲିଶା ପଟେଲ ନୂତନ ନିୟମ ଅନୁଯାୟୀ ଗୁଜୁରାଟ ସରକାର ଦେଇଥିବା ପ୍ରମାଣପତ୍ର ପାଇବାରେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ହୋଇଛନ୍ତି । ଚାରି ଦଶନ୍ଧି ଧରି ଆଭ୍ୟନ୍ତରୀଣ ଅଶାନ୍ତିର ସମ୍ମୁଖୀନ…
Read More...

ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଆଇଏଏସ ଭି.କେ ପାଣ୍ଡିଆନ, ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମର ସମୀକ୍ଷା କଲେ। ୨୦୨୨ ଜୁନ୍‌ ସୁଦ୍ଧା ସରିବ…
Read More...

ମାଡ଼ି ଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଛି ଆଉ ଏକ ଉଲକା ପିଣ୍ଡ । ପୃଥିବୀର ଖୁବ ନିକଟ ଦେଇ ଗତି କରିବ ଏହି ଉଲକା ପିଣ୍ଡ । ଘଣ୍ଟା ପ୍ରତି ୮.୨ କିଲୋମିଟର ବେଗରେ ଗତି କରୁଛି ଏହି ଉଲକା ପିଣ୍ଡ । ନାସା ପକ୍ଷରୁ ସୂଚନା…
Read More...

ମୋଦିଙ୍କ ମୁହଁରେ ଇସାକଙ୍କ ପ୍ରଂଶସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ କି ବାତରେ ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡ଼ିଆରେ ଭାରତୀୟ ଅଲିମ୍ପିକ ଟିମକୁ ପ୍ରଶଂସା ପାଇଁ ପରାମର୍ଶ । କାଲି କାରଗିଲ ବିଜୟ ଦିବସରେ ମୋଦିଙ୍କ ଉଦବୋଧନ ।…
Read More...

ହାଇଦରର ପୋଷ୍ଟମର୍ଟମ: ପକେଟରୁ ଲାଲ୍ ଡାଏରୀ ଜବତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ହାଇଦରର ପୋଷ୍ଟମର୍ଟମ ଶେଷ । ୨ ଜଣିଆ ଡାକ୍ତର ଟିମ କରୁଥିଲେ ପୋଷ୍ଟମର୍ଟମ । ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ଚାଲିଥିଲା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ…
Read More...

ଗୋଟିଏ ଶବ, ଅନେକ କଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ଖୋଲୁଛି କମିଶନରେଟ ପୁଲିସର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆବିର୍ଭାବ ପରି ସାମ୍ନାକୁ ଆସୁଛି ଅନେକ ନିଖୋଜ ଅଭିଯୋଗ। ଗତ ୬ଦିନରୁ ପରେ ହେବ କୂଅଖାଇ ନଦୀ ବାଲିରେ ପୋତା ଯାଇଥିବା…
Read More...

ଅଲିମ୍ପିକ୍ସରେ ନିରାଶ ହେଲେ ସାନିଆ-ଅଙ୍କିତା

(ବଡ଼ ଖବର ବ୍ୟୁରୋ): ହାରିଲେ ସାନିଆ ଓ ଅଙ୍କିତା । ଭାରତ ପୁଣି ନିରାଶ । ଟୋକିଓ ଅଲିମ୍ପିକ୍ସର ମହିଳା ଟେନିସ ଡବଲରେ ଭାଗନେଇଥିବା ଭାରତୀୟ ମହିଳା ସାନିଆ ଓ ଅଙ୍କିତା ୟୁକ୍ରେନର ଏଲ. କିଚେନକ ଓ ଏନ.କିଚେନକଙ୍କ ଠାରୁ ୮-୧୦…
Read More...

୨୬୨ ତାଲିବାନ ଆତଙ୍କବାଦୀ ନିହତ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ସେନା ୨୬୨ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି ଅଭିଯାନ ସମୟରେ ଆହୁରି ୧୭୬ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି…
Read More...