Masthead

ମାଲକାନଗିରିରେ ଆରମ୍ଭ ହେଲା ପ୍ଲାଜ଼ମାଥେରାପି।

ମାଲକାନଗିରି: ଉପାନ୍ତ ଜିଲ୍ଲା ମାଲକାନଗିରିରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ପ୍ଲାଜ଼ମାଥେରାପି।
ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ବଢି ଚାଲିଥିବା ବେଳେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ରୁ ଅଧିକ। । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ଜିଲ୍ଲା ବାସୀଙ୍କ ପାଇଁ ଆସିଛି ଭଲ ଖବର । ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ଲାଜ଼ମା ଥେରାପି । ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସଫଳତାର ସହ ରୋଗୀଙ୍କୁ ଦିଆଯାଇଛି ପ୍ଲାଜ଼ମା । କୋରାପୁଟ ରୁ ପ୍ଲାଜ଼ମା ଆଣି ମାଲକାନଗିରି କୋଭିଡ ହସ୍ପିଟାଲରେ ଗୁରୁତ୍ୱର ଥିବା ରୋଗୀଙ୍କୁ ପ୍ରଦାନ କରାଯାଉ ଥିବା ବେଳେ ଗୁରୁତ୍ୱର ଥିବା ରୋଗୀ ମଧ୍ୟ ସୁସ୍ଥ ହେଉଥିବା ଜଣାପଡିଛି । ପ୍ଲାଜ଼ମା ଚିକିତ୍ସା ଆରମ୍ଭ ହେବା ପରେ ଜିଲ୍ଲାରେ ଲୋକେ ଆଶ୍ଵସ୍ଥି ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ