FB_IMG_1599990185671

ଭୁବନେଶ୍ୱର ୧୩।୦୯: ଆରପାରି ରେ ବରିଷ୍ଠ ଅଭିନେତା ଅଜିତ ଦାସ ।
ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ ହୋଇଛି । ୭୧ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଅଜିତ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ ଦାସ । ମୟୁରଭଞ୍ଜ କରଞ୍ଜିଆରେ ଅଜିତ ଦାସଙ୍କ ଜନ୍ମସ୍ଥାନ । ହାକିମବାବୁ ଚଳଚିତ୍ର ତାଙ୍କୁ ବେଶ ପରିଚୟ ଦେଇଥିଲା ।

Leave a Reply

Your email address will not be published. Required fields are marked *