Capture

ତାଳଚେର(ବଡ଼ ଖବର ବ୍ୟୁରୋ): ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ରାଣିପାର୍କ ଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବିଧାୟକ ବ୍ରଜ କିଶୋର ପ୍ରଧାନ ନଗରପାଳ ପବିତ୍ର ଭୁତିଆ ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ ବନାଞ୍ଚଳ କର୍ମଚାରୀ ପରିବେଶବିତ ବାଉରିବନ୍ଧୁ ବେଜ ଏବଂ ୱାର୍ଡ କାଉଁସିଲର ଯୋଗଦେଇଥିଲେ । ବିଭିନ୍ନ ପ୍ରଜାତିର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଔଷଧିୟ ଏବଂ ଉପକାରୀ ଚାରା ଗଛ ରୋପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *