କରୋନା ରାଜ୍ୟ କରୋନା ଆକ୍ରାନ୍ତଙ୍କ ଦୁଆରେ ଲାଗିବନି ପୋଷ୍ଟର Dec 2, 2020 Bada Khabar Bureau ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଦୁଆରେ ଲାଗିବନି ପୋଷ୍ଟର । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଲୋକମାନେ ରୋଗ ଲୁଚାଉଥିବାରୁ…