Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

ଖେଳ

ସିଏସକେ ସହ ଭଜିଙ୍କ ଚୁକ୍ତି ଶେଷ

ନୂଆଦିଲ୍ଲୀ (ବଡ଼ ଖବର): ଭାରତର ପୂର୍ବତନ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଫ୍ ସ୍ପିନର ହରଭଜନ ସିଂ ଆଜି ବଡ଼ ଘୋଷଣା କରିଛନ୍ତି । ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଆଇପିଏଲ ଫ୍ରାଞ୍ଚାଇଜ ସହିତ ତାଙ୍କର ଚୁକ୍ତି ଶେଷ…
Read More...

ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍

ବଡ଼ ଖବର: ଇତିହାସ ରଚିଛି ଭାରତ । ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଟିମ୍ ପାଇଁ ୫ କୋଟି ଟଙ୍କାର ବୋନସ୍ ମିଳିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ୱିଟ୍ କରି…
Read More...

ଟିମ ଇଣ୍ଡିଆର ଐତିହାସିକ ବିଜୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବ୍ରିସବେନରେ ଭାରତର ଐତିହାସିକ ବିଜୟ । ଆଜି ଭାରତ- ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି । ଦୀର୍ଘ ୭୦ ବର୍ଷ ହେବ ବ୍ରିସବେନରେ ଅଷ୍ଟ୍ରେଲିଆ କୋଣସି ମ୍ୟାଚ ହାରି…
Read More...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସାବଧାନ କଲେ ସିରାଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସାବଧାନ କଲେ ମହମ୍ମଦ ସିରାଜ । ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ମ୍ୟାଚ ପରେ ପ୍ରେସ କନଫରମେନ୍ସ କରି ଏହି କଥା କହିଛନ୍ତି । ମହମ୍ମଦ ସିରାଜ ଚତୁର୍ଥ…
Read More...

ଚମକିଲେ ମହମ୍ମଦ ସିରାଜ

ଭୁବନେଶ୍ୱର (ବଡ଼ ଖବର): ଚତୁର୍ଥ ଦିନରେ ଚମକିଲେ ମହମ୍ମଦ ସିରାଜ । ଚତୁର୍ଥ ଦିନରେ ୫ଟି ୱିକେଟ ଅକ୍ତିଆର କରି ଭାରତକୁ ଏକ ଆଶା ଦେଇଛନ୍ତି ସିରାଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ବିନା ୱିକେଟରେ…
Read More...

ଡ୍ର’ ହେଲେ ବି ଭାରତ ରଖିବ ବର୍ଡର-ଗାଭାସ୍କର ଟ୍ରଫି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚତୁର୍ଥ ଟେଷ୍ଟ ଡ୍ର’ ହେଲେ ବି ବର୍ଡର-ଗାଭାସ୍କର ଟ୍ରଫି ରହିବ ଭାରତ ପାଖରେ । ଚଳିତ ସିରିଜରେ ଖେଳାଯାଇଥିବା ୩ଟି ମ୍ୟାଚରୁ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ…
Read More...

ନେଟ ବୋଲରରୁ ଟେଷ୍ଟ ବୋଲର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୟର୍କର କିଙ୍ଗ ଭାବେ ପରିଚିତ ଟି-ନଟରାଜନ ଶୁକ୍ରବାର ନିଜର ଟେଷ୍ଟ ଡେବ୍ୟୁ କରିଛନ୍ତି । ନେଟ ବୋଲର ଭାବରେ ଅଷ୍ଟ୍ରେଲିଆକୁ ଆସିଥିବା ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଫର୍ମାଟରେ ଡେବ୍ୟୁ…
Read More...

କିଏ ହେବ ବ୍ରିସବେନର ବାଜିଗର

ନୂଆଦିଲ୍ଲୀ(ବଡ଼ ଖବର): ଶୁକ୍ରବାର ସିଡନରେ କଡା ଟକ୍କର । କିଏ ହାତେଇବ ବର୍ଡର-ଗାଭାସ୍କର ଟ୍ରଫି । କିଏ ହେବ ବ୍ରିସବେନର ବାଜିଗର । ସିଡନରେ ଐତିହାସିକ ମ୍ୟାଚପରେ ଅସନ୍ତାକାଲି ପୁଣିଥରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।…
Read More...

କ୍ୱାରେଣ୍ଟିନରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର): କୁଇନ୍ସଲାଣ୍ଡରୁ ଚିହ୍ନଟ ହୋଇଥିବା ନୂତନ କରୋନା ଭାଇରସ ମାମଲା ଅଧିକ ଦ୍ରୁତ ସଂକ୍ରମଣଶୀଳ ୟୁକେ ଷ୍ଟ୍ରେନ୍ ବୋଲି ଜଣାପଡିବା ପରେ ଭାରତୀୟ କ୍ରିକେଟ୍ ଟିମ୍ର ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟିନରେ…
Read More...

ସରି କହିଲା କଙ୍ଗାରୁ

ନୂଆଦିଲ୍ଲୀ(ବଡ଼ ଖବର): ଭାରତୀୟ ଖେଳାଳୀଙ୍କୁ ସରି କହିଲେ କଙ୍ଗାରୁ କ୍ରିକେଟ ଦଳର ଅଧିନାୟକ ୱାର୍ଣ୍ଣର  । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଗ୍ରାଉଣ୍ଡରେ ବସିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥକ…
Read More...