heatwave-2_1627113552

ଭୁବନେଶ୍ୱର(ବଡ଼ ଖବର) : ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ଖରା କଷ୍ଟ । ସମ୍ବଲପୁରରେ ପାରଦ ୪୬ ଡିଗ୍ରୀ ପାର୍ ହୋଇଛି । ସମ୍ବଲପୁରରେ ୪୬.୧, ହୀରାକୁଦରେ ୪୫.୬, ସୋନପୁରରେ ୪୫, ବରଗଡରେ ୪୪.୯, ଭୁବନେଶ୍ୱରରେ ୪୪.୩, ବଲାଙ୍ଗିର, ବୌଦ୍ଧ, ଟିଟିଲାଗଡ, ତାଳଚେର, ନୟାଗଡରେ ୪୪ ଡିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା । ଅନୁଗୁଳ, ଝାରସୁଗୁଡା, ରାଉରକେଲା, ଢେଙ୍କାନାଳ, କଟକ, ଓ ନୂଆପଡାରେ ତାତି ୪୩ ଡିଗ୍ରୀ ଉପରେ ରହିଛି ।

 

Leave a Reply

Your email address will not be published. Required fields are marked *