cricket

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରିଛନ୍ତି । ଫଳରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ କରି ଅଲ ଆଉଟ ହୋଇଯାଇଛି । ଏବେ ଏସିଅକପ ଟାଇଟେଲ ହାତେଇବା ପାଇଁ ଭାରତ୫୧ ରନ ବିଜୟ ଲକ୍ଷ୍ୟ ରହିଛି । ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।ଫଳରେ ବୋଲିଂ କରିଥିଲା ଭାରତ । ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଶ୍ରୀଲଙ୍କା ଦଳ ।

Leave a Reply

Your email address will not be published. Required fields are marked *