Masthead

ଜିଲ୍ଲା ଗଠନ ଦାବୀରେ ଧାରଣାରେ ବସିଲେ ଧର୍ମଗଡ ବିଧାୟକ

ଧର୍ମଗଡ (ବଡ଼ ଖବର ବ୍ୟୁରୋ):ଧର୍ମଗଡ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ୨୧ ତମ ଦିନରେ ଧାରଣା ଜାରି ରହିଥିବା ବେଳେ ଏହାକୁ ସମର୍ଥନ କରି ଧର୍ମଗଡ ବିଧାୟକ ଧାରଣାରେ ସାମିଲ ହୋଇଛନ୍ତି l ରବିବାର ୧୧ ଟା ରେ ଧର୍ମଗଡ ବିଧାୟକ ଶ୍ରୀ ବାଗ ଧାରଣାରେ ସାମିଲ ହୋଇ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବୀ କରିଛନ୍ତି ଏବଂ ଧର୍ମଗଡ ଜିଲ୍ଲା ପାଇଁ ବିଧାନସଭାରେ ପ୍ରସ୍ତାବ ଦେବି ବୋଲି କହିଛନ୍ତି l ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ଦେବେ ଏହା ଆମର ପୁରା ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି l ଏହି ଗଣଧାରଣା ରେ ବିଧାୟକ ମୌସୁମୀ ବାଗ ଙ୍କ ସହିତ ସମସ୍ତ ଜିଲ୍ଲାପାରିଷଦ ଏବଂ ବିଜେଡି ସମର୍ଥିତ କାଉନସିଲର ମାନେ ଯୋଗଦେଇ ଜିଲ୍ଲା ଗଠନ ଦାବୀ କରିଛନ୍ତି l ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ଧାରଣାରେ ଯୋଗଦେଇ ଜିଲ୍ଲା ଗଠନ ଦାବି କରିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ