1600084383164_samir

ଭୁବନେଶ୍ୱର :କରୋନା ରେ ପୀଡିତ ହେଲେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଏ ନେଇ ,ତାଙ୍କ ସ୍ତ୍ରୀ ନିଜେ ସୂଚନା ଦେଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି |ତାଙ୍କ ସଂସ୍ପର୍ଶ ରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନେବା ପାଇଁ ଅନୁରୋଧ କରିଛନ୍ତି|

Leave a Reply

Your email address will not be published. Required fields are marked *