Before Header

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କୁ କୋରନା |

0 4

ଭୁବନେଶ୍ୱର :କରୋନା ରେ ପୀଡିତ ହେଲେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଏ ନେଇ ,ତାଙ୍କ ସ୍ତ୍ରୀ ନିଜେ ସୂଚନା ଦେଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି |ତାଙ୍କ ସଂସ୍ପର୍ଶ ରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନେବା ପାଇଁ ଅନୁରୋଧ କରିଛନ୍ତି|

Leave A Reply

Your email address will not be published.