Masthead

ବିଜେପିର ବଡ଼ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଜେପି ବିଧାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଦଳର ସାଂଗଠନିକ କାର୍ଯ୍ୟକ୍ରମ ନେଇ ଏଥିରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।ଏଥିସହ ସମସ୍ତ ମନ୍ତ୍ରୀମାନେ ବି ବୈଠକରେ ସାମିଲ ହେବେ। କୁହାଯାଉଛି ଦଳର ସାଙ୍ଗଠନିକ ସ୍ଥିତି ଓ ରଣନୀତି ନେଇ ହେବ ଆଲୋଚନା। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରୁଦ୍ଧଦ୍ବାର ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ସାମିଲ ହୋଇଥିଲେ। ଏଥିସହ ଦିନକ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିଥିବାରୁ ଆଜିର ବୈଠକରେ କଣ ଆଲୋଚନା ହେବ, ତା ଉପରେ ସମସ୍ତଙ୍କ ନଜର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶସ୍ତ ହେଲା ଏହି ସବୁ ଜିନିଷ 🔴 ଆଜି ଆସିବ କେନ୍ଦ୍ରୀୟ ବଜେଟ୍ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 ଶସ୍ତ ହେଲା ଏହି ସବୁ ଜିନିଷ 🔴 ଆଜି ଆସିବ କେନ୍ଦ୍ରୀୟ ବଜେଟ୍ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ