Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

ନୂଆପଡ଼ା

ସହରରେ ଭାଲୁ

ସିନାପାଲି(ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲା ସିନାପାଲି ସହରରେ ମାତିଛି ଭାଲୁ । ସିନାପାଲି ବନବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ସହରର କାପ୍ସିସ୍ଥିତ ଧର୍ମଗଡ…
Read More...

ଡିଆଇଜିଙ୍କ ନୂଆପଡା ଗସ୍ତ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସାଫିନ୍ ଅହମ୍ମଦଙ୍କ ନୂଆପଡା ଗସ୍ତ । ଶନିବାର ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିର୍ନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲାର ସମସ୍ତ ପୋଲିସ…
Read More...

ଭାଙ୍ଗିଲା ଚେକଡ୍ୟାମ

ସିନାପାଲି(ବଡ଼ ଖବର ବ୍ୟୁରୋ): କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଯାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ହାତୀବନ୍ଧା ଗାଁ ରେ । ହାତୀବନ୍ଧା ଗାଁ ନିକଟସ୍ଥ କୁସୁମଜୋର ଡ଼ୁମେନ୍ଦ୍ରଘାଟରେ ୨୦୧୯-୨୦ ଆର୍ଥିକ…
Read More...

ପ୍ରହସନ ପାଲଟିଛି ରାସନକାର୍ଡ

ସିନାପାଲି(ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ରାସନକାର୍ଡ ।ପ୍ରତିମାସରେ ଖାଉଟି ପାଉଛନ୍ତି ଖାଦ୍ୟ ସାମଗ୍ରୀ । ବର୍ତ୍ତମାନ ସମୟରେ ରାସନକାର୍ଡ ଧାରୀଙ୍କୁ ଅଗ୍ରୀମ…
Read More...

ଖାଁ ଖାଁ ଲାଗିଲା ସୁନାବେଡାର ସୁନାଦେଇ ଯାତ୍ରା।

ନୂଆପଡା ,  (ବଡ଼ ଖବର ବ୍ୟୁରୋ): ସମୁଦ୍ର ପତ୍ତନ ଠାରୁ ୩୨୦୦ ଫୁଟ ଉଚ୍ଚତାରେ ଓ ୬୦୦ ବର୍ଗ କିଲୋମିଟରରେ ଅବସ୍ଥିତ ନୂଆପଡାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳ। ଚକୋଟିଆ, ଭୁଞ୍ଜିଆ ,ପହରିଆ ଆଦି ଜନଜାତିର ଲୋକମାନେ…
Read More...

ଚାଲାଣ ବେଳେ ୯ ଶ୍ରମିକ ୪ ଶିଶୁ ଉଦ୍ଧାର

ନୂଆପଡ଼ା, (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଶ୍ରମିକ ଚାଲାଣ । ଆଜି ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଅଞ୍ଚଳରୁ ଟ୍ରେନ ଲାଇନରେ ଚାଲି ଚାଲି ଯାଉଥିବା ସମୟରେ ୯ ଶ୍ରମିକଙ୍କ ସହିତ ୪ ଶିଶୁଙ୍କୁ…
Read More...

୭୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିଦେଲେ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂର ଗୁଏଝର ଜଙ୍ଗଲର ମୁଙ୍ଗେ ପାହାଡ଼ରୁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ବୃଦ୍ଧା ଜଣଙ୍କ ୪ ଦିନ ହେଲା ପାହାଡ଼ରେ ଭୋକ ଉପାସରେ…
Read More...

ବିକାଶରୁ ଲାଲଗଡ଼ ବାଦ୍

ସିନାପାଲି, (ବଡ଼ ଖବର ବ୍ୟୁରୋ): ଦେଶର ଆତ୍ମା ଗାଁରେ ଅଛି । ଗାଁର ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା । ମାତ୍ର ନୂଆପଡ଼ା ଜିଲ୍ଲାର ଦକ୍ଷିଣ-ପଶ୍ଚିମରେ ଥିବା ସୁନାବେଢ଼ା ଘାଟମାଲ ଅଞ୍ଚଳରେ ବିକାଶର ଆଲୋକ ପଡିନାହିଁ ।…
Read More...

ଚାଷୀଙ୍କ ପାଇଁ ପ୍ରତିବନ୍ଧକ ସରକାର

ନୂଆପଡା, (ବଡ଼ ଖବର ବ୍ୟୁରୋ) : ନୂଆପଡା ଏକ ମରୁଡି ପ୍ରବଣ ଜିଲ୍ଲା । ପ୍ରତ୍ୟେକ ବର୍ଷ ଫସଲ ନଷ୍ଟଜନିତ ଆର୍ଥିକ ଅନାଟନ ପାଇଁ ଚାଷୀମାନେ ଆତ୍ମହତ୍ୟାର ରାସ୍ତା ଆପଣାଉଛନ୍ତି । ନୂଆପଡ଼ାର ଚାଷୀ କମ୍ ବର୍ଷା ଭଳି ପ୍ରତିକୂଳ…
Read More...

ଚାଷୀ ମୁଣ୍ଡରେ ଚଡ଼କ

ନୂଆପଡା, (ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ । ଚାଷୀଙ୍କ ଝାଳବୁହା କଠିନ ପରିଶ୍ରମ ଶେଷରେ ଚୁରମାର ହେବାରେ ଲାଗିଛି । କେଉଁଠି ଧାନଫସଲ ଉପରେ ପାଣି ମାଡ଼ିଯିବା ଫଳରେ ଧାନ ଗଜା ହେଲାଣି ତ କେଉଁଠି ଧାନ…
Read More...