Before Header

Breaking News

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଜେଇଇ ମେନ୍ ରେଜଲ୍ଟ: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ଦେଇଥିଲେ ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ
ବିଶ୍ୱରେ କରୋନା କାୟା: ମୃତ୍ୟୁସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ ୩୩ ହଜାର ୫୩୪: ସୁସ୍ଥ ହେଲେଣି ୯ କୋଟି ୨୯ ଲକ୍ଷ ୩୮ ହଜାର ୪୪୨ ପାର୍
ନାରୀ ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ: ଚଳିତବର୍ଷର ଥିମ୍ ଚୁଜ୍-ଟୁ-ଚ୍ୟାଲେଞ୍ଜ: ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳରେ ଦେଶ ବିଦେଶର ମହିଳା ପର୍ଯ୍ୟଟକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ
Browsing Category

ଗଞ୍ଜାମ

ହଟହଟା ପ୍ରଧାନ ଶିକ୍ଷୟତ୍ରୀ

ପୁରୁଷୋତ୍ତମପୁର (ବଡ଼ ଖବର ବ୍ୟୁରୋ): କାର୍ଯ୍ୟରେ ନିୟୋଜିତ ନହୋଇ ହଟହଟା ପ୍ରଧାନ ଶିକ୍ଷୟତ୍ରୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ପି.ଶାନ୍ତିଲତା ପାତ୍ର ନିଯୁକ୍ତି…
Read More...

ଦିନିକିଆ ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଡିଜିପି ଉଭୟ ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପିଲା ଚୋରି ରୋକିବା, ନିଖୋଜ ହୋଇଥିବା ପିଲାଙ୍କୁ କେମିତି…
Read More...

ଓଡ଼ିଶାରେ ମୃଦୁ ଭୂମିକମ୍ପ

କନ୍ଧମାଳ(ବଡ଼ ଖବର): ଓଡ଼ିଶାରେ ମୃଦୁ ଭୂମିକମ୍ପ । କନ୍ଧମାଳ ଜିଲ୍ଲା ରାଇକିଆ, ଦାରିଙ୍ଗିବାଡି, ଜି. ଉଦୟଗିରି ସମେତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରରେ ମଧ୍ୟ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା…
Read More...

ସରକାରୀ ବାବୁଙ୍କ ଭିଡିଓ ଭାଇରାଲ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେଲାବେଳେ ସରକାରୀ ବାବୁଙ୍କ ଭିଡିଓ ଭାଇରାଲ ହୋଇଛି । ସରକାରୀ ବାବୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥି ଆସିକାର ଜଣେ ମହିଳା ଡ୍ରଗ ଲାଇସେନ୍ସ…
Read More...

ପର କରିଦେଲା ମା’

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ଯିବ ଛୁଆ ହାତୀ । ମଙ୍ଗଳବାର ସୋରଳ ନିକଟ ବାହୁଡା ନଦୀ ସମୁଦ୍ରମୁହାଣରୁ ହାତୀପଲ୍ଲରୁ ଉଦ୍ଧାର ହୋଇଥିବା ହାତୀ ଶାବକକୁ ବନ ବିଭାଗ ଦୀର୍ଘ ସମୟ ଧରି ହାତୀ ପଲ୍ଲକୁ ଘଉଡାଇବାକୁ ଚେଷ୍ଟା…
Read More...

ଆବାସ ଗୃହରେ ପଞ୍ଚାୟତ କାର୍ଯ୍ୟାଳୟ

ମୁନିଗୁଡା(ବଡ଼ ଖବର ବ୍ୟୁରୋ): ଯୋଜନା ମାଳମାଳ କିନ୍ତୁ କଥାରେ । ଆଦିବାସୀ ଅଞ୍ଚଳରେ କାଗଜ କଲମରେ ପହଞ୍ଚି ପାରୁନି ଯୋଜନା । ମୁନିଗୁଡାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ମାତ୍ର ସରପଞ୍ଚ…
Read More...

ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । ଗଞ୍ଜାମ ଜିଲ୍ଲା ଚିକିଟି କଲେଜ ଲାବରୋଟୋରୀ ଟେକ୍ନିସିଆନ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ । ବ୍ରହ୍ମପୁର ଶ୍ରୀ ଟୱାର ସ୍ଥିତ ବାସଭବନ,…
Read More...

ଧରାପୃଷ୍ଠରେ ଯୀଶୁ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଧରାପୃଷ୍ଠରେ ଅବତରଣ କରିଛନ୍ତି ଯୀଶୁ । ଚର୍ଚ୍ଚଗୁଡିକ ଉତ୍ସବ ମୁଖର । ଆଜିର ଦିନରେ ମା’ ମେରୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ଯୀଶୁ । ସମଗ୍ର ବିଶ୍ୱ ଯୀଶୁଙ୍କ ଜନ୍ମଦିନକୁ ବଡଦିନ ଭାବେ ପାଳନ…
Read More...

କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ

ବେଗୁନିଆପଡ଼ା(ବଡ଼ ଖବର ବ୍ୟୁରୋ): ଉତ୍କୃଷ୍ଟ ସେବା ପାଇଁ କୀର୍ତ୍ତନ ନାୟକଙ୍କୁ ଭାରତୀୟ ଡାକ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ସେ ଗ୍ରାମୀଣ ଡାକ ସେବକ…
Read More...

ଚାକିରି ଦେବା ନାମରେ ଠକେଇ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ହଜାର କି ଦୁଇ ହଜାର ନୁହେଁ, ପୁରା ୨୭ ଲକ୍ଷ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ସରକୁମ୍ପାର ବଂଶୀଧର ପଟ୍ଟନାୟକ ଗୋପାଳପୁର ବନ୍ଦରରେ ଚାକିରି କରାଇଦେବା କହି ଯୁବକ ଯୁବତୀମାନଙ୍କଠାରୁ…
Read More...