Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

ଯାଜପୁର

ଆତ୍ମହତ୍ୟା କଲେ ନାବାଳିକା

ଯାଜପୁର (ବଡ ଖବର ବ୍ୟୁରୋ): ବିଂଝାରପୁରରେ ଘଟିଛି ଅଭାବନୀୟ ଘଟଣା | ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳିକା | ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଫେତେପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବବୁରୀ…
Read More...

ଭଙ୍ଗା କୁଡିଆରେ ବିତୁଛି ଜୀବନ

ଯାଜପୁର (ବଡ ଖବର ବ୍ୟୁରୋ): ମଣିଷ ଜୀବନରେ ଦୁଃଖ ଏମିତି ଆସେ ଯାହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଂଚାୟତର ଅଲିଆବାଦ ଗ୍ରାମରେ । ପ୍ରକାଶ ଥାଉକି ଉକ୍ତ ଗ୍ରାମର କୈଳାସ ଚନ୍ଦ୍ର…
Read More...

ସୂଚନା ଅଧିକାରକର୍ମୀଙ୍କ ଉପରେ ବୋମା ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ସୂଚନା ଅଧିକାରକର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଜେନାପୁର ଥାନା  ଡ଼ଙ୍କାରୀ ଅଞ୍ଚଳର ରବି ଦାସ ବୋଲି ଜଣା…
Read More...

ପୁଅକୁ ଫେରେଇ ଆଣିବାକୁ ମାର ଆକୁଳ ନିବେଦନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ରୋଜଗାର କରି ପରିବାର ପୋଷୁଥିଲା ରୋଜଗାରିଆ ପୁଅ ବିଶ୍ଵନାଥ। ବାପା ମାଙ୍କ ଭଲମନ୍ଦ ବୁଝୁଥିଲା। କିନ୍ତୁ କରୋନା ସବୁ ବଦଳାଇ ଦେଲା। କରୋନାରେ ସଂକ୍ରମିତ ହୋଇ ବାଙ୍ଗାଲୋରରେ ଫସିଛି ପୁଅ।…
Read More...

ପୋଖରୀରୁ କଙ୍କାଳ ଉଦ୍ଧାର

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ସଦରଥାନା ଅଷ୍ଟପ୍ରହରାଜପୁର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଗୁରୁବାର ସକାଳେ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା…
Read More...

ଲୁଟିନେଲେ ସରକାରୀ ଧନ

ଧର୍ମଶାଳା ( ବଡ଼ ଖବର ବ୍ୟୁରୋ): ସରକାରୀ ଧନ ହରିଲୁଟ । ସ୍କୁଲର ବିକାଶ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ। ଏଥିପ୍ରତି ନାହିଁ ସରକାରଙ୍କ ଧ୍ୟାନ । ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ସରକାର । ବାସ୍ତବରେ…
Read More...

ଥାନା ଭିତରେ ନାଗିନ ଡ୍ୟାନ୍ସ

ଯାଜପୁର( ବଡ଼ ଖବର ବ୍ୟୁରୋ): ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ। ଖାକି ପୋଷାକରେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଚଗୀତରେ ମସଗୁଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା…
Read More...

ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ସାଥୀ ହୋଇ ଘର ସଂସାର କରିଥିଲେ । ସାଥୀ ହୋଇ ଦୁନିଆ ଛାଡିଲେ । ସାଥୀ ହୋଇ ଗୋଟିଏ ରୋଗରେ ଗୋଟିଏ ମେଡିକାଲରେ ଦମ୍ପତି ମୃତ୍ୟୁବରଣ କଲେ । ଏଭଳି ଦୁଖଃଦ ଘଟଣା ଘଟିଛି ଯାଜପୁର ସଦର ଥାନା…
Read More...

ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମା ମାଡ଼

ଯାଜପୁର (ବଡ଼ ଖବର ବ୍ୟୁରୋ): ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମ ନଗର ନିକଟରେ ଏହି ବୋମା ମାଡ ହୋଇଛି । ଗୁରୁତର ଅବସ୍ଥାରେ…
Read More...

ପାଣିରେ ବୁଡ଼ି ଚାଲିଗଲା ୪ ଜୀବନ

ଯାଜପୁର/ ମାଲକାନଗିରି (ବଡ଼ ଖବର ବ୍ୟୁରୋ ): ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲେଇ…
Read More...