Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

ମୟୂରଭଞ୍ଜ

କକା ଗିରଫ

ରାଇରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁଲଡିହା ଗାଁରେ । ପିଡିତା ଓ ତାଙ୍କ ଭାଇ ଖଳାରେ ଖେଳୁଥିବା ସମୟରେ ପିଡିତାଙ୍କ କକା ଝିଆରୀକୁ…
Read More...

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଉଦଳା (ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗଙ୍କ ନିମନ୍ତେ ସରକାରଙ୍କ ଯୋଜନା କିଛି କମ୍ ନୁହେଁ । ହେଲେ ଯୋଜନା ତା ବାଟରେ ଚାଲିଥିବା ବେଳେ ପ୍ରକୃତ ହିତାଧିକାରୀ ଆଜି ବି ଯୋଜନା ଠାରୁ ମାଇଲ ମାଇଲ ଦୂରରେ । ଜଣେ ଦିବ୍ୟାଙ୍ଗ…
Read More...

ସରକାରୀ ସାହାଯ୍ୟ ସାତ ସ୍ୱପ୍ନ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ଅସହାୟ ହୋଇପଡିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମରର୍ଦା ଗାଁର ଚାରି ବର୍ଷର କୁନି ଝିଅ ଦିଵ୍ୟାସା । ଯେଉଁ ସମୟରେ ଖେଳକୁଦରେ ଓ ପାଠ ପଢ଼ାରେ ଆଗକୁ ବଢିବା କଥା ସେ ସମୟରେ ପଛେଇଯାଇଛି…
Read More...

ଡରାଉଛି କିଡନୀ ରୋଗ

ଉଦଳା(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଗ୍ରାମରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଯାହାକୁ ନେଇ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଗୋହିରାପୋଷି ଗ୍ରାମବାସୀ । କିଡନୀ ରୋଗରେ ୬ ମାସ ମଧ୍ୟରେ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଖୋଲିଲା ଦେଉଳ

ବାରିପଦା(ବଡ଼ ଖବର ବ୍ୟୁରୋ): ୯ମାସ ପରେ ଖୋଲିଛି ବାରିପଦା ଜଗନ୍ନାଥମନ୍ଦିର । ଭକ୍ତଙ୍କ ପାଇଁ ଖୋଲିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ହରିବଳଦେବଜିଉ ବଡଜଗନ୍ନାଥ ମନ୍ଦିର । କରୋନା କଟକଣା ଭିତରେ ଖୋଲିଛି…
Read More...

ଜୁଆ ନେଲା ଜୀବନ

ରାଇରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର । ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ଗ୍ରାମରେ । ମୃତ ଠିକାଦାର ମୁର୍ଷିବାଦର ଅନିଉଲ ଶେଖ । ଅଧିକ ରୋଜଗାର ନିଶା କେତେ ଭୟଙ୍କର…
Read More...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମକରଣ ଉତ୍ସବ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ କରାଯାଇଛି ।ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା…
Read More...

ମୟୁରଭଞ୍ଜରେ ଖସୁଛି ପାରଦ

ମୟୁରଭଞ୍ଜ(ବଡ଼ ଖବର ବୁରୋ): ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ହାଡଭଙ୍ଗା ଶୀତ । ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ବାରିପଦା ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପାରଦ ତଳକୁ ଖସିବାରେ ଲାଗିଛି । ସକାଳୁ ଶୀତର ପ୍ରକୋପ…
Read More...

ଜାଲ ନୋଟ ଜବତ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦା ଗୋଲେଇରୁ ଜାଲ ନୋଟ ଜବତ । ୮୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ବାରିପଦା ପୋଲିସ । ବୁଧବାର ରାତିରେ ବାରିପଦା ଗୋଲେଇରେ ୨ଜଣ ବ୍ୟକ୍ତି ଜାଲ ନୋଟ କାରବାର କରୁଥିବା ପୋଲିସ ଖବର ପାଇଥିଲା ।…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାଇରଙ୍ଗପୁର(ବଡ଼ ଖବର ବ୍ୟୁରୋ): ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଚାଳକ ମୃତ । ମୃତକ ଜଣକ ଚିଙ୍ଗୁଡ଼ିପୋଖରୀ ଗ୍ରାମର ଗୋପିନାଥ ମହାନ୍ତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ହାଟବାଦଡା ଫାଣ୍ଡି କାରଗିଲ ଛକରେ ଘଟିଛି…
Read More...