Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

ବଲାଙ୍ଗିର

ବିବାଦରେ ବିଜେଡିର ଆଉ ଜଣେ ନେତା

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଦାଙ୍କ ଅପହରଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ଗିରଫ ଦାବି…
Read More...

କାଠଗଣ୍ଡି ଜବତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ହରିଶଙ୍କର ରେଞ୍ଜ ଅନକାମରା ଗାଁ ନିକଟ କପାସିଆ ଜଙ୍ଗଳରୁ ଜଙ୍ଗଲବିଭାଗ ୩୫ ଖଣ୍ଡ ପିଆଶାଳ କାଠଗଣ୍ଡି ଜବତ କରିଛି । କପାସିଆ ଜଙ୍ଗଲରେ ୧୩ଟି ପିଆଶାଳ ଗଛ କେହି କାଟିଦେଇଥିବା ଜଙ୍ଗଲ ବିଭାଗ ଖବର…
Read More...

ଟିଟିଲାଗଡ଼ରେ ମାହାଙ୍ଗା ତାତି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ମାହାଙ୍ଗା ତାତି । ମାହାଙ୍ଗା ବ୍ଲକର ପୂର୍ବତନ ଅଧକ୍ଷ୍ୟ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଜଘନ୍ୟ ଭାବରେ ହତ୍ୟା…
Read More...

ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟରେ ଅଧିକାଂଶ ମନ୍ଦିର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ନିଜ ଆରାଧ୍ୟ ଦେବୀ ଓ ଦେବତାଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଯୋଗୁଁ ଦୀର୍ଘ ୯…
Read More...

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ

ବରଗଡ(ବଡ଼ ଖବର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହୋଇଛି । ଆଜି ଦିନ ୧୨ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ…
Read More...

ବିପନ୍ନଙ୍କ ପାଖରେ ବଡ଼ ଖବର

ପୁଇଁନ୍ତଳା(ବଡ଼ ଖବର ବ୍ୟୁରୋ): ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା ବଡ଼ ଖବର । ଗତ ୨୭ ତାରିଖରେ ଭାଲେର ଗ୍ରାମର ଲବ ରାଉତଙ୍କ ଘରେ ନିଆଁ ଲାଗି ଦୁଇ ବଖରା ସହ ଏକ ବାଇକ୍ ପୋଡି ଛାରଖାର ହୋଇଥିଲା । ଲବ ଜଣେ ଗରିବ…
Read More...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ ଅଫିସର ନକ୍ସା ଅଙ୍କନକାରୀ ଜୀବଦ୍ଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ…
Read More...

ଜବର ଦଖଲ ଉଚ୍ଛେଦ

ଟିଟିଲାଗଡ(ବଡ଼ ଖବର ବ୍ୟୁରୋ): ଆଜି ସକାଳ ୧୧ଟା ରେ ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ନିକଟରେ ପ୍ରଭାବତି ପବ୍ଲିକ ସ୍କୁଲ ପଛପଟେ ଟିଟିଲାଗଡ ପୌରପରିଷଦ ତରଫରୁ ପୋଲିସ ପ୍ରଶାସନର ଉପସ୍ଥିତିରେ ଜଵର ଦଖଲ ଉଛେଦ ଆରମ୍ଭ ହୋଇଛି । ଏଥିରେ…
Read More...

ରାସ୍ତା ରୋକ କଲେ ଚାଷୀ

ବେଲପଡ଼ା ( ବଡ଼ ଖବର ବ୍ୟୁରୋ): ବେଲପଡା ବ୍ଲକ କପାଣି ଧାନ ମଣ୍ଡିରେ ଚାଷୀମାନେ ବିକ୍ରୟ କରିବା ପାଇଁ ଆଣିଥିବା ଧାନକୁ ନିମ୍ନ ମାନର ଦର୍ଶାଇଛନ୍ତି । କଟନି ଛଟନି ଯୋଗୁଁ ଚାଷୀ ଅସନ୍ତୋଷ ଦେଖାଦେଇଛି । । ଏଫଏକ୍ୟୁ ନାମରେ…
Read More...

ଜେଲ୍ ଗଲେ କୋଟିପତି ରେଞ୍ଜର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ କୋଟିପତି ବନ ଅଧିକାରୀ। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାୟକ।…
Read More...