Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

ବାଲେଶ୍ୱର

ଡିଆରଡିଓରେ ଗୁପ୍ତଚର!

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଡିଆରଡିଓରେ ଲିକ୍ ହୋଇଛି ତଥ୍ୟ! ତଥ୍ୟ ଲିକ୍ ଘଟଣାରେ ୫ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ବାଲେଶ୍ୱର ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ ପୁଣି ଥରେ ଗୁଇନ୍ଦାଗିରି ହୋଇଥିବା କଥା…
Read More...

ବିଲଡରଙ୍କୁ ହାଣି ଅଲଗା କଲେ ମୁଣ୍ଡ ଗଣ୍ଡି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବିଲଡରଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁତ୍ତ। ରକ୍ତରେ ଖେଳିଲେ ହୋଲି । ନିଜ ପ୍ଲଟ୍‌ରେ ଅତି ବୀଭତ୍ସ ଭାବେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ସୀମାରୁ ଶୁଭିଲା ଯବାନଙ୍କ ସ୍ୱର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ସୀମାରୁ ଶୁଭିଲା ଯବାନଙ୍କ ସ୍ୱର । ଜମିଜମା ବିବାଦକୁ ନେଇ କିଭଳି ଜଣେ ଯବାନଙ୍କ ପରିବାରକୁ, ନେତା ଓ ପ୍ରଶାସନ ମିଶି ନିର୍ଯ୍ୟାତନା ଦେଉଛନ୍ତି ତାର ପୁରା କାହଣୀ ବଖାଣିଛନ୍ତି ଯବାନ । କେବଳ…
Read More...

ଥାନା ଭିତରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ

ସୋର (ବଡ଼ ଖବର ବ୍ୟୁରୋ): ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ମାରିବା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଥାନା ଭିତରେ ସୋର ଓ ନୟାପଲ୍ଲୀ ପୋଲିସ ଓକିଲଙ୍କୁ ମାଡ ମାରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଜୁଲାଇ ୪…
Read More...

ନ୍ୟାୟ ପାଇଁ ଥାନା ବାରଣ୍ଡାରେ ବୃଦ୍ଧା ମାଆ

ସୋର (ବଡ଼ ଖବର ବ୍ୟୁରୋ): ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି କେତେ ବ୍ରତ ଉପବାସ କରିଥାଏ ମା’। ପୁଅ ଟିଏ ହେଲେ ବୃଦ୍ଧ ବେଳର ସାହାରା ହେବ । ହେଲେ ଆଜିର ସ୍ୱାର୍ଥପର ସମାଜରେ ପୁଅଟିଏ ସାହାରା ହେବାତ ଦୂରର କଥା…
Read More...

ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନାହିଁ ନାହିଁରେ ଚାଲିଛି ଡେଙ୍ଗୁ ରୋଗୀଙ୍କ ଚିକିତ୍ସା । ମାନସିକ ରୋଗ ବିଭାଗ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ଡେଙ୍ଗୁ ରୋଗରେ ପୀଡିତ ଏବଂ ସେମାନଙ୍କ…
Read More...

ପିନାକ ରକେଟର ସଫଳ ପରୀକ୍ଷଣ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ଭିନ୍ନ ଭିନ୍ନ…
Read More...

ମୁସଲିମ୍ ଝିଅ ମାମୁନୀ ମୁହଁରେ ଅନର୍ଗଳ ବେଦ ମନ୍ତ୍ର

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଜାତି ଧର୍ମକୁ ନେଇ ଅନେକ ଭେଦଭାବ ଥିବା ବେଳେ ସର୍ବଧର୍ମକୁ ଏକାକାର କରି ସମସ୍ତଙ୍କ ଉଦାହରଣ ସାଜିଛନ୍ତି ମାମୁନୀ । ଏହି ଗରୀବ ମୁସଲିମ୍ ଝିଅ ମାମୁନୀ ଖାତୁନ୍ ତାଙ୍କ ଜୀବନରେ ଅନେକ ସଂଘର୍ଷ ଦେଇ…
Read More...

ମଦ ନିଶାରେ ବାପାକୁ ହାଣିଲା ପୁଅ

ସୋର(ବଡ଼ ଖବର ବ୍ୟୁରୋ): ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ । ଶୁକ୍ରବାର ରାତି ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଔପଦା  ଥାନା ଫତେପୁର ପଞ୍ଚାୟତ ପାଇକଡା ଗ୍ରାମରେ । ମଦ ନିଶାରେ ଉକ୍ତ ଗ୍ରାମର ଶ୍ରୀକାନ୍ତ ନାୟକ…
Read More...

୫ଘଣ୍ଟାରେ ଶେଷ ହେଲା ଜଉକଣ୍ଢେଇ ବିବାହ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୫ଦିନରେ ହେଉଥିବା ଜଉ କଣ୍ଢେଇ ବିବାହ ୫ଦିନରେ ଶେଷ ହେଲା । ବାଲେଶ୍ୱର ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ପ୍ରତିବର୍ଷ ଜ୍ୟେଷ୍ଠ…
Read More...