Breaking News
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଜେଇଇ ମେନ୍ ରେଜଲ୍ଟ: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ଦେଇଥିଲେ ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ
ବିଶ୍ୱରେ କରୋନା କାୟା: ମୃତ୍ୟୁସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ ୩୩ ହଜାର ୫୩୪: ସୁସ୍ଥ ହେଲେଣି ୯ କୋଟି ୨୯ ଲକ୍ଷ ୩୮ ହଜାର ୪୪୨ ପାର୍
ନାରୀ ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ: ଚଳିତବର୍ଷର ଥିମ୍ ଚୁଜ୍-ଟୁ-ଚ୍ୟାଲେଞ୍ଜ: ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳରେ ଦେଶ ବିଦେଶର ମହିଳା ପର୍ଯ୍ୟଟକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ
Browsing Category
ରାୟଗଡ଼ା
ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର
ରାମନାଗୁଡା (ବଡ଼ ଖବର ବ୍ୟୁରୋ): ଗାଁ କୁ ରାସ୍ତା ନାହିଁ । ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଭାରରେ ବୁହାହେଲେ ଗର୍ଭବତୀ । ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ।…
Read More...
Read More...
ମାଟି ଚୋରା ଚାଲାଣ, ବିପଦରେ ନଦୀ
ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପଦ୍ମପୁର ନିକଟସ୍ଥ ଲୁହୁରାକୋଟ ଗାଁ ଦେଇ ବହୁଛି ଅଙ୍ଗ ନଦୀ । ନଦୀକୁଳରୁ ଅବୈଧ ମାଟି ଚେରା ଚାଲାଣ ଯୋଗୁଁ ଅବବାହିକା ଏବେ ବିପଦରେ । ସୁକୁଳିପାହାଡ ଗ୍ରାମରୁ ସରାଇକେଲା ଲିପ୍ଟ ଇରିଗେସନ ପଏଣ୍ଟ…
Read More...
Read More...
ଆରମ୍ଭ ହେଲା ଧାନମଣ୍ଡି
ରାୟଗଡା (ବଡ଼ ଖବର ବ୍ୟୁରୋ) :ରାମନାଗୁଡା ବ୍ଲକ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଛି। ଏହି କାର୍ୟ୍ୟକ୍ରମରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ,ରାମନାଗୁଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,ଏଆରଟିଏସ…
Read More...
Read More...
ନିୟମଗିରିରେ ମାଓବ୍ୟାନର
ରାୟଗଡା(ବଡ଼ ଖବର ବ୍ୟୁରୋ): ନିୟମଗିରି ପାର୍ବତ୍ୟମାଳାର ପାରସାଲିଠାରେ ଆଜି ସକାଳୁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଡିସେମ୍ବର ୨ରୁ ୮ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ସହିଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ଓ…
Read More...
Read More...
ଦୁର୍ଘଟଣାରେ ଜଣେ ମୃତ
ଗୁଣୁପୁର(ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ପଦ୍ମପୁର ମାରିଗୁଡା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ହେଲେ ବାଗଶଳା ଗ୍ରାମର ଜଗଦୀଶ ।…
Read More...
Read More...
ଉଦାହରଣ ସୃଷ୍ଟି କଲେ ଉପ-ଜିଲ୍ଲାପାଳ
ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରଘୁବାରି ଘାଟିର ଡ଼ିମିରିଗୁଡା ପଞ୍ଚାୟତର ଅପହଞ୍ଚ ୪ ଗ୍ରାମ କେସୁର, ଉଚେପାରୁ, ପାଟଣା, ପୋଏଲଝରନ…
Read More...
Read More...
ଆନ୍ଧ୍ରକୁ ଯାଉଛି ଓଡ଼ିଶା ବାଲି
ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ବେଆଇନ ବାଲି ଚାଲାଣ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଜିଲ୍ଲାର ନଦୀଗର୍ଭ ଧୀରେଧୀରେ ଗଭୀର ହେଉଥିବାରୁ ଜିଲ୍ଲା ପାଇଁ ବିପଦ ଘନେଇ ଆସୁଛି। ଏହି ବାଲି ଚାଲାଣ…
Read More...
Read More...
ଟିଣ ଭାଙ୍ଗି ଚୋରି
ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ହନୁମାନ ବଜାରରେ ଗତ ରାତିରେ ଗୋଟିଏ ମୋବାଇଲ ଦୋକାନରୁ ଉପର ଟିଣ ଭାଙ୍ଗି ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଛି। ବିଭିନ୍ନ ନାମିଦାମୀ କମ୍ପାନୀର ମୋବାଇଲ୍…
Read More...
Read More...
ଜେଲ ଯିବୁ ପୁଣି ବିକିବୁ
ଗୁଣପୁର (ବଡ଼ ଖବର ବ୍ୟୁରୋ): ରାୟଗଡାରେ ଦିନକୁ ଦନ ବୃଦ୍ଧି ପାଉଛି ଗଞ୍ଜେଇ ଚୋରାଚାଲଣ। ବିଭିନ୍ନ ତରିକାରେ ମାଫିଆମାନେ ଚୋରାଚାଲଣ କରୁଥିବାର ଦେଖିବାକୁ ମିଳୁଛି। କେତେବେଳେ ପେଟ୍ରୋଲ ଟାଙ୍କିରେ ତ ଆଉ କେତେବେଳେ କୁଣ୍ଡା…
Read More...
Read More...
କାହିଁକି ଲୋକେ ପାଉନାହାନ୍ତି ମାଗଣା ଚାଉଳ
କାଶୀପୁର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଲାଗିବା ପରେ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ । ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଆଲୁତୁଙ୍ଗା, ସିଙ୍ଗାମଇ,…
Read More...
Read More...