Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

ଭଦ୍ରକ

କରୋନାରେ ଚାଲିଗଲା ଅଟୋ ଚାଳକର ଜୀବନ

ଭଦ୍ରକ (ବଡ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ନିଜ ଅଟୋରେ ଅନେକ ପ୍ରବାସୀଙ୍କୁ ଏପରିକି କରୋନା ଆକ୍ରାନ୍ତଙ୍କୁ ବୋହିଥିଲେ । କେବଳ ଯେ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଳାଉଥିଲେ ତାହା ନୁହେଁ |  ଜଣେ ଦରଦି ମଣିଷ…
Read More...

ଛେପ ପକାଇବାକୁ କେନ୍ଦ୍ରକରି ସଂଘର୍ଷ, ୩ ଗିରଫ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଛେପ ପକାଇବାକୁ କେନ୍ଦ୍ରକରି ତୁମୂଳ ସଂଘର୍ଷ । ଏହାକୁ ବିରୋଧ କରିଥିବା ପରିବାର ଲୋକଙ୍କୁ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଘଟଣା ସ୍ଥଳରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ…
Read More...

ଆକାଶରେ ଉଡ଼ୁଛନ୍ତି ନେତା, ଗ୍ରାଉଣ୍ଡରେ ସହାୟତା ଅପେକ୍ଷାରେ ଜନତା

ଭଦ୍ରକ/ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମାତ୍ର କେଇ ଘଂଟାର ପବନ । ସାମୁଦ୍ରିକ ଝଡ ‘ୟାଶ’ ପ୍ରବାହରେ ଛାରାକାର ହୋଇଯାଇଛି ଭ୍ରଦକ, ବାଲେଶ୍ୱରର ବିଭିନ୍ନ ଅଚଂଳ । ଏବେ ସୁ୍ଧା ଜଳମଗ୍ନ ହୋଇଛି ଶହ ଶହ ଗାଁ । ରାଜନଗର, ଭୋଗରାଇ ଓ…
Read More...

ଜୁଆର ପାଣିରେ ଭାସିଯାଇ ୩ବର୍ଷର ଶିଶୁ ମୃତ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଜୁଆର ପାଣିରେ ଭାସିଯାଇ ୩ ବର୍ଷ ଶିଶୁର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ରାଜରାଜେଶ୍ୱରପଲ୍ଲୀ ଗାଁରେ ଘଟିଛି । ମୃତ ଶିଶୁ ଜଣକ ହେଲେ ହରିପଦ ବିଜୁଳିଙ୍କ…
Read More...

କରୋନା ଭୟରେ ପୁଅ ଛୁଇଁଲାନି, ତହସିଲଦାର ବୋହିଲେ ଶବ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ତହସିଲଦାରଙ୍କ ମହାନତା । କାନ୍ଧରେ କାଠ ବୋହି ପିପିଇକିଟି ପିନ୍ଧି ଦାହ କଲେ ଶବ। କରୋନା ଭୟରେ ପୁଅ ଛୁଇଁଲାନି ବାପାର ଶବ । ଶବଦାହ ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡ଼ିଓ । ନିଜେ…
Read More...

ଫ୍ରି-ଫାୟାର ଖେଳ ନେଲା ଜୀବନ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ଫ୍ରି‐ଫାୟାର ଗେମ୍ ଖେଳିବା କାଳ ହେଲା । ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାରୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଗଦି ଗ୍ରାମରେ ।…
Read More...

ଗୁଣି ଗାରେଡ଼ି ସନ୍ଦେହରେ ନିସ୍ତୁକ ମାଡ଼

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବିଜ୍ଞାନ ଯୁଗରେ ଆଜି ବି ରହିଛି ଅନ୍ଧ ବିଶ୍ୱାସ । ପ୍ରେତ ସବାର ଠାରୁ ଆରମ୍ଭ କରି ତନ୍ତ୍ର ମନ୍ତ୍ର ବଳରେ ଅନ୍ୟର କ୍ଷତି କରାଯାଇପାରେ ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଏଥିପାଇଁ ଅନେକ ସମୟରେ…
Read More...

ଚାନ୍ଦବାଲିରେ ଓଡ଼ିଶାର ଦ୍ୱିତୀୟ ହନୁମାନ ବାଟିକା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ହନୁମାନ ବାଟିକା । ୧୧ଟି ମୂର୍ତ୍ତିକୁ ନେଇ ପ୍ରତିଷ୍ଠା ହୋଇଛି ଏହି ବିଶାଳ ହନୁମାନ ବାଟିକା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତରେ କରାଯାଇଛି ଏହି ବାଟିକା…
Read More...

ନେତା ହରାଉଛନ୍ତି ନୈତିକତା: ବ୍ୟୋମକେଶ ବି ଅମାନିଆ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ନେତା ଭୁଲି ଯାଉଛନ୍ତି ନୈତିକତା । କୋଭିଡର ସଂକଟ କାଳରେ ଆମ ନେତାଙ୍କୁ ଘାରିଛି ଶକ୍ତି ପ୍ରଦର୍ଶନ ନିଶା । ଆଇନକାନୁନକୁ ମୋଡି ମକଚି ଦେଉଛନ୍ତି ମନ୍ତ୍ରୀ, ବିଧାୟକ । ସ୍ନେହାଙ୍ଗିନୀ, ବିକ୍ରମ…
Read More...

ହାତବାନ୍ଧି ବସିଛି ମଣିଷ, ମେସିନ କରୁଛି କାମ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ମେସିନ କରୁଛି ମଣିଷଙ୍କ କାମ । ମହାତ୍ନାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଣିଷ ବଦଳରେ ମେସିନ କରୁଛି କାମ । କରୋନା ମାହାମରୀ ପାଇଁ ହାତରେ ହାତ ବାନ୍ଧି ବସିଛି…
Read More...