Before Header

Breaking News

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଜେଇଇ ମେନ୍ ରେଜଲ୍ଟ: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ଦେଇଥିଲେ ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ
ବିଶ୍ୱରେ କରୋନା କାୟା: ମୃତ୍ୟୁସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ ୩୩ ହଜାର ୫୩୪: ସୁସ୍ଥ ହେଲେଣି ୯ କୋଟି ୨୯ ଲକ୍ଷ ୩୮ ହଜାର ୪୪୨ ପାର୍
ନାରୀ ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ: ଚଳିତବର୍ଷର ଥିମ୍ ଚୁଜ୍-ଟୁ-ଚ୍ୟାଲେଞ୍ଜ: ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳରେ ଦେଶ ବିଦେଶର ମହିଳା ପର୍ଯ୍ୟଟକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ
Browsing Category

ବରଗଡ଼

ଆମ୍ବତୋଟା ସାଜିଛି ବାସ ଗୃହ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଏବେ ରାଜ୍ୟରେ ଶୀତର ଲହରୀ । ହାଡ଼ ଭଙ୍ଗା ଶୀତରୁ ରକ୍ଷା ପାଇଁ ଲୋକେ କୋଠାଘରେ ରହୁଥିବା ବେଳେ ଆମ୍ବ ତୋଟାରେ ନିଜ ପରିବାର ସହ ମୁଣ୍ତ ଗୁଞ୍ଜିଛନ୍ତି ସୁରେନ୍ଦ୍ର ରାଉତଙ୍କ ପରିବାର । ବରଗଡ଼ ଥାନା…
Read More...

ବରଯାତ୍ରୀ ଗାଡି ଧକ୍କା, ୩ମୃତ

ବରଗଡ଼(ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା କଟାପାଲି ଗ୍ରାମରୁ ବରଯାତ୍ରୀ ଦଳ ବୋଲେରୋରେ ଛତିଶଗଡ଼ର ରାୟଗଡ ଜିଲ୍ଲାକୁ ଯାଉଥିଲେ । କୁଣ୍ଡାତରାଇ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା ବୋଲୋରୋ । ଘଟଣାସ୍ଥଳରେ ୩ ଜଣ ବରାଯାତ୍ରୀଙ୍କ…
Read More...

ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର

ବରଗଡ଼ (ବଡ଼ ଖବର ବ୍ୟୁରୋ): ବାରଣ୍ଡା ଓ ଅଟୋ ପାଲଟିଛି ପ୍ରସବକେନ୍ଦ୍ର । ବିଶ୍ୱାସ ନ ହେଲେ ମଧ୍ୟ କଥାଟି ସତ । ବରଗଡ଼ ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶନିବାର ଭୋରରେ ଏଭଳି ଅଭାବନୀୟ ଘଟଣା ବରଗଡ଼ ପୁରୁଣା ଜିଲ୍ଳା ମୁଖ୍ୟ…
Read More...

ବଚସା ପରେ ଲୁଟ୍, ଆକ୍ରମଣ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ସଦର ଥାନା ଧାଙ୍ଗେର ଗାଁ ସ୍ଥିତ ଦିଲୀପ କୁମାର ପଣ୍ଡାଙ୍କ ଆଲମିରା କାରଖାନା ଐରାବତ ଷ୍ଟିଲରେ କାର୍ଯ୍ୟରତ ମ୍ୟାନେଜର ଅକ୍ଷୟ କୁମାର ଧଳଙ୍କ ସମେତ ୨ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି…
Read More...

ବରଗଡ଼ରେ ତେଜିଲା କ୍ୟାନସର ହସ୍ପିଟାଲ ଦାବି

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ରେ ତେଜିଲା କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଏଣିକି ବରଗଡ଼ରେ କ୍ୟାନସର ହସ୍ପିଟାଲରେ ପାଇଁ ଆଉ ଦାବି ନୁହେଁ ବରଂ ଛଡ଼େଇନେବୁ ବୋଲି କହିଛନ୍ତି ବରଗଡ଼ କ୍ୟାନସର ହସ୍ପିଟାଲ ଆନ୍ଦୋଳନରେ…
Read More...

ସ୍ୱାମୀଙ୍କ ମୃତ୍ୟୁ ପରେ କିପରି ଅଛନ୍ତି ଅନୁ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଗରିବମାନଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ, ହେଲେ ଏସବୁ ଯୋଜନା ସତେ ଯେପରି ଅଭିଶାପ ପାଲଟି ଯାଇଛି ଅସହାୟ ମହିଳା ଅନୁଙ୍କ ପରିବାର ପାଇଁ। ବେସାହାରା ଅନୁ ବରିହା । ସ୍ୱାମୀଙ୍କ…
Read More...

ଆପଣ ଜାଣନ୍ତି କି ଯୁଗାର ଯାତ୍ରା କ’ଣ

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ କୁଚିପାଲିରେ ଦୀର୍ଘ ୩୬ବର୍ଷ ଧରି ମା’ କାଳୀଙ୍କ ଯୁଗାର ଯାତ୍ରା ହୋଇଆସୁଛି । ପୂଜା ସମୟରେ ଏଠାରେ ଶତାଧିକ ଭକ୍ତଙ୍କ ସମାଗମ ହେଉଥିଲା । ଚଳିତବର୍ଷ କରୋନା କଟକଣାକୁ…
Read More...

ରାଜରାସ୍ତାକୁ ଓହ୍ଲାଇବେ ଯାତ୍ରା କଳାକାର

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଛକରେ ପଶ୍ଚିମ ଓଡ଼ିଶା କଳାକାର ଓ ଯାତ୍ରା ପାର୍ଟି ମାଲିକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୭ ଟି ଯାତ୍ରା ପାର୍ଟି ମାଲିକ ଓ ଶହ ଶହ କଳାକାର…
Read More...

ଲାଞ୍ଚ ଦିଅ ଫାଇଦା ନିଅ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତର ଜଗଦଲପୁର ପଞ୍ଚାୟତ ଏକ ଉପାନ୍ତ ଅଞ୍ଚଳ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଜଗଦଲପୁର ପଞ୍ଚାୟତର ଚାଷୀଙ୍କ ଫସଲ। କରୋନା ଯୋଗୁ ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ତ। ଏପରି…
Read More...

ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଶନିବାର ସବୁଆଡେ ଦୀପାବଳୀ ପାଇଁ ଉତ୍ସବ ମାହୋଲ ଥିବାବେଳେ ବରଗଡ଼ରେ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ରାତି ପ୍ରାୟ ୧୦ ଟା ବେଳେ ଅଟୋ ଓ ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…
Read More...