Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

ସମ୍ବଲପୁର

ଓଡ଼ିଶାରେ ହ୍ୱାଇଟ୍ ଫଙ୍ଗସ୍ ଚିହ୍ନଟ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହ୍ୱାଇଟ ଫଙ୍ଗସ ରୋଗୀ ଚିହ୍ନଟ । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାରରେ ୩ଜଣ ହ୍ୱାଇଟ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଜଣେ ୫୫ବର୍ଷର ମହିଳା,…
Read More...

ଭୁବନେଶ୍ୱର ପରେ ସମ୍ବଲପୁରରେ ‘ବ୍ଲାକ ଫଙ୍ଗସ’ ରୋଗୀ ଚିହ୍ନଟ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ ଜଣଙ୍କ ବରଗଡ଼ ଜିଲ୍ଲା…
Read More...

ଭୁଲ ଇଞ୍ଜେକ୍ସନ ଦେଇ ନର୍ସ ନିଲମ୍ବିତ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା । ନିଲମ୍ବିତ ହେଲେ ନର୍ସ । ବୁଧବାର ବୁର୍ଲା ଭିମସାର ହୃଦୟରୋଗ ବିବାଗର କ୍ୟାଥଲାବର ବରିଷ୍ଠ ସେବିକା ପୁର୍ଣ୍ଣୀମା କୁମ୍ଭାର…
Read More...

ରାସ୍ତାରେ ଜଳିଲା ଶବ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ରାସ୍ତାରେ ଜଳିଲା ଶବ । ମଶାଣିରେ ଶବ ଦାହ ପାଇଁ ଯାଗା ମିଳିଲା ନାହିଁ । ଫଳରେ ସମ୍ପର୍କୀୟମାନେ ରାସ୍ତାରେ ଶବ ଦାହ କରିଛନ୍ତି । ଏଭଳି ଦୃଶ୍ୟ ସମ୍ବଲପୁର ଅଇଠାପାଲି ଅଞ୍ଚଳରେ ଘଟିଛି । ଅଇଁଠାପାଲି…
Read More...

୨୦ ପରିବାରର ଶୋଷ ମେଣ୍ଟାଉଛି ନାଳ ଚୂଆ ପାଣି

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି । ହେଲେ ସେ ସବୁ ସଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ଲୋକେ ନିଜର ମୌଳିକ ସୁବିଧା ପାଇବାରୁ…
Read More...

ରକ୍ତ ସର୍ମ୍ପକରେ ଫାଟ: ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ ପୁଅ । ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା…
Read More...

କୁଳପତିଙ୍କୁ ବହିଷ୍କାର କର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆତ୍ମାହୁତି ଘଟଣାରେ କୁଳପତି ଙ୍କୁ ବହିଷ୍କାର ଓ ଗିରଫ ଦା ବି କରିଛନ୍ତି ଓଡିଶା କର୍ମଚାରୀ ମହାମଞ୍ଚ ର ଅଧକ୍ଷ ପ୍ରଭାତ ମହାନ୍ତି । ଏଥିସହ…
Read More...

ନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ଶୋଷ ମେଣ୍ଟାଉଛି ଚୁଆ ପାଣି । ସ୍ଵାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଗ୍ରାମରେ ଗୋଟିଏ ହେଲେ ନଳକୁପ କିମ୍ବା କୂଅଟିଏ ନାହିଁ । ବାଧ୍ୟହୋଇ ଗ୍ରାମନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ…
Read More...

ହାଇଦର ଫେରାର ଘଟଣାର କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଅପରେସନ ହାଇଦର । ଏସସିବିରୁ କେମିତି ଖସିଲା ହାଇଦର । ନାଁ ତାକୁ ଖସାଇ ଦିଆଇଛି । ରାଜ୍ୟ ପୋଲିସର ଚିନ୍ତା ବଢାଉଛି ଗ୍ୟାଙ୍ଗଷ୍ଟର ହାଇଦର । ହାଇଦର ଗତକାଲି ଠାରୁ ଏସିବି ମେଡିକାଲରୁ ହୋଇଯାଇଛି…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲାଠି ଚାର୍ଜ

ସମ୍ବଲପୁର (ବଡ ଖବର ବ୍ୟୁରୋ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲାଠି ଚାର୍ଜ । ପୋଲିସ ଓ ଛାତ୍ର କଂଗ୍ରେସର ସଦସ୍ୟ ମୁହାଁମୁହିଁ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ସୂଚନାନୁଯାୟୀ, ଅନଲାଇନ…
Read More...