Before Header

Breaking News

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଜେଇଇ ମେନ୍ ରେଜଲ୍ଟ: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ଦେଇଥିଲେ ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ
ବିଶ୍ୱରେ କରୋନା କାୟା: ମୃତ୍ୟୁସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ ୩୩ ହଜାର ୫୩୪: ସୁସ୍ଥ ହେଲେଣି ୯ କୋଟି ୨୯ ଲକ୍ଷ ୩୮ ହଜାର ୪୪୨ ପାର୍
ନାରୀ ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ: ଚଳିତବର୍ଷର ଥିମ୍ ଚୁଜ୍-ଟୁ-ଚ୍ୟାଲେଞ୍ଜ: ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳରେ ଦେଶ ବିଦେଶର ମହିଳା ପର୍ଯ୍ୟଟକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ
Browsing Category

ଖୋର୍ଦ୍ଧା

ପୁଣି ଦାଦା ଅସୁସ୍ଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇଥିବା ଖବର ଆସିଛି । ପୁଣିଥରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କୋଲକାତା ଆପୋଲୋ ହସ୍ପିଟାଲରେ…
Read More...

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ): ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । କାଲିଠାରୁ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ୩ଲକ୍ଷ ୫୦ହଜାର ୭୨୬ ସ୍ୱାସ୍ଥ୍ୟ…
Read More...

ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ପରଲୋକ । ନୟାଗଡ଼ ଜିଲ୍ଳା ରାଜସୁନାଖଳାରେ ୧୯୫୩ ସେପ୍ଟେମ୍ବର ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁରେନ୍ଦ୍ରନାଥ ଦଶମ ବିଧାନସଭାକୁ ବେଗୁନିଆରୁ…
Read More...

ନାବାଳିକା ନାମରେ ସମନ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ନାବାଳିକା ନାମରେ ସମନ ଜାରି କଲା ପୋଲିସ । ଏଭଳି ଏକ ସାଂଘାତିକ ଅଭିଯାଗ ଆସିଛି ବନମାଳିପୁର ପୋଲିସ ବିରୁଦ୍ଧରେ । ଦେଉଳଧରପୁର ଗ୍ରାମର ଧର୍ମାନନ୍ଦ ଜେନ ଓ ଅକ୍ଷୟ କୁମାର ଜେନାଙ୍କ ପରିବାର…
Read More...

ଲକଡାଉନ ଆଣିଦେଲା ନୂଆ ସମ୍ଭାବନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଡାଉନରେ ଲୋକେ ଜୀବନଜୀବିକା ହରାଇ ଚିନ୍ତାରେ ପଡ଼ିଥିବା ବେଳେ ତାଙ୍କ ମନରେ କିଛି ନୂଆ କରିବାର ସପ୍ନ ଉଙ୍କି ମାରିଥିଲା । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ…
Read More...

ସରକାରଙ୍କ ନିର୍ଦ୍ଦେଶ: ଓଡ଼ିଆ ଫଳକରେ ରହିବ ଏସବୁ ନାମ

ଜଟଣୀ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ, ପାର୍କ, ସିନେମା ହଲ ଇତ୍ୟାଦିର ନାମ ଫଳକ ଓଡ଼ିଆରେ ଲେଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମାତ୍ରଏହି ଫଳକ କେତେ ଠିକ ଭାବେ…
Read More...

ରାଜଧାନୀରେ କେଉଁଠି ମିଳିବ କରୋନା ଟିକା ଜାଣନ୍ତୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ କରୋନା ଟିକା କୋଭିସଲ୍ଡ ପହଞ୍ଚିବା ପରେ ଟିକାକୁ ନେଇ କାଉନଡାଉନ ସରିଛି । କେଉଁଠି କେଉଁଠି ଟିକା ମିଳିବ ତା’ର ତାଲିକା ପ୍ରସ୍ତୁତ ସହିତ ବିଏମ୍‌ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି…
Read More...

ସାହାଯ୍ୟ ଖୋଜୁଛନ୍ତି ଜଗନ୍ନାଥ

ବେଗୁନିଆ (ବଡ଼ ଖବର ବ୍ୟୁରୋ):  ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ଗାଁ ର ଜଗନ୍ନାଥ ବାରିକ। ଜଗନ୍ନାଥଙ୍କ ପରିବାର କହିଲେ ଦୁଇ ପୁଅ ଓ ସ୍ତ୍ରୀ । ଜଗନ୍ନାଥ ପିଲାମାନଙ୍କୁ ଟିୟୁସନ କରି ନିଜର ପରିବାର ପୋଷଣ କରୁଥିଲେ।…
Read More...

ଛାତ୍ରଙ୍କୁ ହେଉଥିଲା ଅସୁବିଧା: ବଦଳିଗଲା ‘ମୋ ବସ୍’ ଟାଇମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମବିଏସ ସ୍କୁଲର ଜଣେ ଛାତ୍ର ‘ମୋ ବସ୍’ରେ ସ୍କୁଲ ଯିବା ଆସିବାକୁ ନେଇ ଆଇପିଏସଙ୍କୁ ଟ୍ୱିଟ କରିଛନ୍ତି । ଛାତ୍ରଙ୍କର ନାମ ସାଇ ଅନ୍ୱେଶ । ମୋ ବସ୍ ର ସମୟକୁ ନେଇ ଅନେକ ସମସ୍ୟାର…
Read More...

ବେଗୁନିଆରେ ବାର୍ଡଫ୍ଲୁ ଗୁଜବ

ବେଗୁନିଆ(ବଡ଼ ଖବର ବ୍ୟୁରୋ): ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର କୁକୁଡା ଫାର୍ମରେ ଶହ ଶହ କୁକୁଡାଙ୍କର ମୃତ୍ୟୁ ହୋଇଛି । ବାର୍ଡଫ୍ଲୁ ପାଇଁ ମୁତ୍ୟୁ ହୋଇଥିବା ଗୁଜବ ସୃଷ୍ଟି ହୋଇଛି । ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।…
Read More...