Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

କେନ୍ଦୁଝର

ଦୁଇଜଣଙ୍କ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ଦୁର୍ଘଟଣା । ଆଈ ଓ ନାତି ଉପରେ ମାଡି ଗଲା ଟ୍ରକ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ୨୦ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ଏକ ୧୪ ଚ଼କିଆ ଟ୍ରକ୍ ଭାରସାମ୍ୟ ହରାଇ…
Read More...

ଫୁଲୁଛି ବୈତରଣୀ ନଦୀ

ଆନନ୍ଦପୁର(ବଡ଼ ଖବର ବ୍ୟୁରୋ): ସାମୁଦ୍ରିକ ଝଡ଼ ୟାଶ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।…
Read More...

ବାତ୍ୟା ପ୍ରଭାବରେ ୨ମୃତ

କେନ୍ଦୁଝର/ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୟାଶ ପ୍ରଭାବରେ ଓଡ଼ିଶାରେ ଦୁଇ ଜଣ ମୃତ । ଦୁଇଜଣଙ୍କ ଉପରେ ଗଛ ପଡ଼ିଯିବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ବାଲେଶ୍ୱରରେ ହିଟ ହୋଇଥିବା ବାତ୍ୟା ‘ୟାଶ’ ପ୍ରଭାବରେ…
Read More...

ଦନ୍ତା ହାତୀକୁ ଧକ୍କା ଦେଲା ଟ୍ରେନ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀ ଗୁରୁତର । ଶନିବାର ରାତି ୯ଟା ସମୟରେ ହାତୀଟି ଟ୍ରେନ ଲାଇନ ପାର ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଫଳରେ ହାତୀଟି ଗୁରୁତର…
Read More...

ସରକାର କରୁଛନ୍ତି ବେନିୟମ ନିର୍ମାଣ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପୌରପାଳିକା ଦ୍ୱାରା ଚାଲିଛି ବେଡ଼ଧଡ଼କ ନିର୍ମାଣ କାମ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ଠାକୁରାଣୀ ଯୋଡ଼ା ସଂରକ୍ଷିତ…
Read More...

ଗାଁ ମୁହାଁ ବନ୍ୟଜନ୍ତୁ

କେନ୍ଦୁଝର (ବଡ଼ ଖବର ବୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବନାଞ୍ଚଳ ତାଳପଦା ଗ୍ରାମର ପ୍ରଧାନସାହିରୁ ଏକ ହରିଣ ଉଦ୍ଧାର । ସୂଚନାନୁସାରେ ପାଣି ପାଇଁ ଓ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ…
Read More...

କରୋନା ବାଣ୍ଟିଲେ ଅଧ୍ୟକ୍ଷା

ଯୋଡ଼ା(ବଡ଼ ଖବର ବ୍ୟୁରୋ): କରୋନା ବାଣ୍ଟିଲେ ଅଧ୍ୟକ୍ଷା । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସୁପର ସ୍ପ୍ରେଡର ପାଲଟିଲେ ସେଣ୍ଟ ଟେରେସା ବିଦ୍ୟାଳୟର ଅଧ୍ୟକ୍ଷା । ଗତ କିଛିଦିନ ତଳେ ବାହାରୁ ଆସି ବିଦ୍ୟାଳୟର ଛାତ୍ରାବାସରେ…
Read More...

ଧନୀ ଜିଲ୍ଲାରେ ବିକାଶର ବିକଳଚିତ୍ର

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ପିଇବା ପାଣି ଟୋପାଏ ପାଇଁ ମରସୁଆ ଗାଁ ଲୋକେ ଡହଳ ବିକଳ। ୩୦୦ ପରିବାରକୁ ଗୋଟିଏ ନଳକୂପ । ଦଶ ବର୍ଷ ଧରି କାମରେ ଆସୁନି ମରସୁଆ ପାନୀୟ ଜଳ ପ୍ରକଳ୍ପ। ଏଠି ପ୍ରହସନ ପାଲଟିଛି ସାମାଜିକ…
Read More...

ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ

କେନ୍ଦୁଝର ( ବଡ଼ ଖବର ବ୍ୟୁରୋ): ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଜାରି ହେଲା ଗାଇଡଲାଇନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏପ୍ରିଲ ୯ ରୁ ସାତ ଦିନ ଧରି ହେବାକୁ…
Read More...

ଚଳନ୍ତା ଟ୍ରକରେ ମହିଳାଙ୍କୁ ଗଣଦୁଷ୍କର୍ମ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଷ୍ଟେସନ ଭଦ୍ରାସାହି ଗ୍ରାମରେ ଘଟିଛ ଏକ ଅଭାବନୀୟ ଘଟଣା । ଗଣଦୁଷ୍କର୍ମ ମାମଲାର ଏକ ଚିତ୍ର ଆସିଛି ସାମ୍ନାକୁ । ସୂଚନା ଅନୁସାରେ, ଗୁରୁବାର ମଧ୍ୟପ୍ରଦେଶରୁ…
Read More...