Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା
Browsing Category

କେନ୍ଦ୍ରାପଡ଼ା

ନିଆରା ଢଙ୍ଗରେ ନୂଆବର୍ଷ ପାଳନ

ମହାକାଳପଡ଼ା(ବଡ଼ ଖବର ବ୍ୟୁରୋ): ନୂଆ ଆଶା ନୂଆ ଉଦ୍ଦିପନା ନେଇ ୨୦୨୧, ନବବର୍ଷକୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱବାସୀ ଧୁମ ଧାମରେ ପାଳନ କରୁଛନ୍ତି । କିଏ ମନ୍ଦିର ଯାଉଛନ୍ତି କିଏ ପୁଣି ପିକିନିକ, ଭୋଜିଭାତ ମଉଜ ମଜଲିସ୍ କରି…
Read More...

ଭୟାବହ ଅଗ୍ନିକାଣ୍ଡ, ୪ବଖରା ଭସ୍ମିଭୂତ

ମହାକାଳପଡ଼ା(ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାଜଗଡ଼ ପଞ୍ଚାୟତ ରାଧାନଗର ଗ୍ରାମର ୧୧ ନମ୍ବର ୱାର୍ଡ଼ରେ ଘଟିଛି ଦୁର୍ଘଟଣା । ପବିତ୍ର ବେହେରା ଓ ସୁଶାନ୍ତ ବେହେରାଙ୍କ ୪ ବଖରା ଜଳି ପାଉଁଶ ହୋଇଯାଇଛି ।…
Read More...

ମୃତ୍ତିକା ଦିବସରେ ଉତ୍ତେଜନା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବିଶ୍ୱ ମୃତ୍ତିକା ଦିବସ ଅବସରରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ହୋଇଥିବା ଉତ୍ସବ ପାଳନ ବେଳେ ଘଟିଛି ଲଙ୍କାକାଣ୍ଡ । ବିଧାୟକ ଶଶୀଭୂଷଣ ବେହେରାଙ୍କ ଡ୍ରାଇଭର ମାଡରେ ଜଣେ ଯୁବକ…
Read More...

ଭିତରକନିକାରେ ଶେଷହେଲା ସ୍ତନ୍ୟପାୟୀ ପ୍ରାଣୀ ଗଣନା

ରାଜନଗର (ବଡ଼ ଖବର ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଶେଷ ହୋଇଛି । ଗତମାସ ନଭେମ୍ବର ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ଗଣନା କରାଯାଇଥିଲା । ଏହି ଗଣନା ୫ଟି ରେଞ୍ଜର ୧୧ଟି ବିଟରେ…
Read More...

ରକ୍ତଦାନ ଶିବିର

ରାଜକନିକା(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ପାଇଁ ସବୁଆଡେ ଭୟ ଓ ଆତଙ୍କ ଦେଖାଦେଇଛି । ରୋଗୀମାନଙ୍କ ରକ୍ତର ଆବଶ୍ୟକତା ପୂରଣ ହେବା ସମ୍ଭବ ହେଉନାହିଁ । ଏହି ପରିପ୍ରେକ୍ଷିରେ ରାଜକନିକାର ଅଗ୍ରଣୀ…
Read More...

ବୀର ସନ୍ତାନଙ୍କୁ ହରାଇଲା ମେଘପୁର

ରାଜକନିକା (ବଡ଼ ଖବର ବ୍ୟୁରୋ):ଦେଶ ମାତୃକା ସେବାରେ ଚାଲିଗଲା ଜୀବନ। ରାଜକନିକା ମେଘପୁର ଗାଁର ବିଭୁତିଭୂଷଣ ନାୟକ ଆସାମ ରାଇଫାଲ୍ସର ୪୪ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ । ଏକ ଦୁର୍ଘଟଣାର ଶିକାର ହୋଇ ସହିଦ ହୋଇଛନ୍ତି । ଗତକାଲି…
Read More...

୧୨ ବଖରା ଜଳିଗଲା

ରାଜନଗର ( ବଡ଼ଖବର ବ୍ୟୁରୋ): ରାଜନଗର କଚେରୀ ପୋଖରୀ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ବଖରା ଜଳିପୋଡି ପାଉଁଶ ହୋଇଯାଇଛି । ହଠାତ ଗୋଟିଏ ଖଞ୍ଜାରେ ନିଆଁ ଲାଗିଯାଇଥିଲା । ଘରଟି ଚାରିପଟୁ ଜଳି…
Read More...

ବିରଳ ଡଲଫିନ ଉଦ୍ଧାର

ରାଜନଗର (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ବିରଳ ପ୍ରଜାତିର ଡଲଫିନ ଉଦ୍ଧାର । ଉଦ୍ଧାର ହୋଇଛି ମୃତ ଡଲଫିନ । ରବିବାର ରାତିରେ ରାଜନଗର ବନବିଭାଗ ପଟ୍ଟାମୁଣ୍ଡାଇ ଭେଡ଼ିସାହିର ଗୋବରୀ ନଦୀରୁ ଏହି ଡଲଫିନକୁ…
Read More...

ମେଗା ଜଳପ୍ରକଳ୍ପକୁ ବିରୋଧ

ରାଜକନିକା ( ବଡ ଖବର ବ୍ୟୁରୋ) : ସରକାରଙ୍କ ପକ୍ଷରୁ ଖରସ୍ରୋତା ନଦୀରେ ଘୋଷିତ ବସୁଧା ଯୋଜନା ଲାଗି ବ୍ୟୟ ଅଟକଳ ହୋଇଛି ୮୭୦କୋଟି । ମାତ୍ର ସରକାର କୌଶଳ କରି ଏହି ପ୍ରକଳ୍ପକୁ ଭଦ୍ରକ ଜିଲ୍ଲାକୁ ଦେବାଲାଗି ଅଭିସନ୍ଧି ରଖିଥିବା…
Read More...

ଶୀତବସ୍ତ୍ର ଦାନ କଲେ ଗ୍ରାମବାସୀ

ମହାକାଳପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ କ୍ଷତ୍ରିୟପଡ଼ା ଗିରିଧାରୀ ମନ୍ଦିର ପରିସରରେ ଏକମାସ ବ୍ୟାପୀ କାର୍ତ୍ତିକ ବ୍ରତ ପାଳନ ଆରମ୍ଭ ହୋଇଛି । ଏଠାରେ ପ୍ରତିଦିନ ହରିନାମ…
Read More...