Masthead

ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ

ପାକିସ୍ତାନରେ ଲାଗୁ ହେଲା ବାଲ୍ୟବିବାହ ଆଇନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) :ପାକିସ୍ତାନରେ ଲାଗୁ ହେଲା ବାଲ୍ୟବିବାହ ଆଇନ । ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ବିବାହ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ହେବ ବୋଲି ଏକ ବିଲରେ ଉଲ୍ଲେଖ କରିଛନ୍ତି ।

ଶିଶୁମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ୧୮ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ବିବାହକୁ ଉଚ୍ଛେଦ କରିବା ପାଇଁ ଇସଲମାବାଦ ରାଜଧାନୀ କ୍ଷେତ୍ର ବାଲ୍ୟ ବିବାହ ନିରୋଧ ବିଲ୍କୁ ସଂସଦର ଉଭୟ ଗୁହରେ ପାସ୍ କରାଯାଇଥିଲା । ପରେ ଏହା ମେ ୨୭ତାରିଖରେ ରାଷ୍ଟ୍ରପତିଙ୍କୁ ପଠାଯାଇଥିଲା ଏବଂ ଏହି ବିଲ୍ଟି ପାକିସ୍ତାନରେ ଆଜିଠାରୁ ଲାଗୁହେଲା ।

ପାକିସ୍ତାନର ସିଆଇଆଇରେ ଏହା କୁହାଯାଇଛି ଯେ ୧୮ବର୍ଷରୁ କମ୍ ବୟସର ବିବାହକୁ ବଳତ୍କାର ଭାବରେ ଉପସ୍ଥାପନା କରିବା ଇସ୍ଲାମିକ୍ ଆଇନ ନୁହେଁ । ବିଭିନ୍ନ ପ୍ରକାରର ବିରୋଧ ସ୍ୱତ୍ତ୍ୱେ ଶେଷରେ ବିଲ୍ ଅନୁମୋଦନ ରାଷ୍ଟ୍ରପତିଙ୍କ ଦ୍ୱାରା ସଫଳ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା