Masthead

ହଜି ଗଲା ମାନବିକତା

 ସୋର (ବଡ଼ ଖବର ବ୍ୟୁରୋ): ହଜି ଗଲା ମାନବିକତା, ପକ୍ଷାଘାତ ମହିଳାଙ୍କୁ ବ୍ରିଜ ତଳେ ଛାଡି ଚାଲି ଗଲେ ସ୍ୱାର୍ଥପର ମଣିଷ ।  ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ବ୍ରିଜ ତଳେ । ଜଣେ ମହିଳା ପକ୍ଷାଘାତ ରୋଗରେ ଛଟ ପଟ ହେଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଏବଂ ସ୍ୱେଚ୍ଛାସେବୀ ଉଦ୍ଧାର କରି ସୋର ଡାକ୍ତରଖାନା ରେ ଚିକିତ୍ସା କରାଉଛନ୍ତି।

ମହିଳା ଜଣଙ୍କ କେନ୍ଦ୍ରାପଡ଼ା ରାଜକନିକା ନୁରୁଗାଁ ଅଞ୍ଚଳ ର ୫୦ ବର୍ଷୀୟ ନମିତା ସାହୁ ବୋଲି ଜଣା ପଡିଛି । ମହିଳା ଜଣକ ବିବାହ କରି ନଥିବା ବେଳେ ଘରେ ମା, ଭାଇ, ଭାଉଜ ରହିଛନ୍ତି । ମହିଳା ଜଣକ ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ନିଜ ଗାଁକୁ ଯାଇଥିଲେ ହେଲେ ପରିବାର ଲୋକ ଗ୍ରହଣ କରିନଥିଲେ । ଫଳରେ ମହିଳାଙ୍କୁ ନେଇ ଏହି ନିଛାଟିଆ ବ୍ରିଜ ତଳେ ଛାଡିଚାଲି ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ 🔴 ହଜି ଗଲା ମାନବିକତା 🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ 🔴 ହଜି ଗଲା ମାନବିକତା 🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ