Masthead

ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା

ଦିଲ୍ଲୀ: କରୋନା ଭିତରେ ପ୍ରଥମ ନିର୍ବାଚନ ହେବ । ପୁଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯିବ । ଗୋଟିଏ ବୁଥରେ ହଜାରେ ଭୋଟର ଭୋଟ୍ ଦେବେ ।
ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର ହେବ । ୭ ଲକ୍ଷ ସାନିଟାଇଜର, ୬ଲକ୍ଷ ପିପିଇ କିଟ୍ ବ୍ୟବହାର ହେବ । ବିହାରରେ ୭ କୋଟି ୭୯ ଲକ୍ଷ ଭୋଟର ଭୋଟ ଦେବେ । ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୩୯ ଲକ୍ଷ ଵିହାରରେ ୩ଟି ପର୍ଯ୍ୟାୟରେ ହେଵ ନିର୍ବାଚନ ।
ବିହାରରେ ୩ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ହେବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ହେବ ଭୋଟ୍ । ନିର୍ବାଚନରେ ଭୋଟିଂ ସମୟ ବଢିଲା । ନିର୍ବାଚନରେ ଭୋଟିଂ ସମୟ ୧ ଘଣ୍ଟା ବଢିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ । ଅନଲାଇନରେ ପ୍ରାର୍ଥୀ ନାମାଙ୍କନ ଭରିପାରିବେ । ଭୋଟିଂର ଶେଷ ସମୟରେ ଭୋଟ୍ ଦେବେ କରୋନା ଆକ୍ରାନ୍ତ । ୫ରୁ ଅଧିକ ଲୋକ ଘରକୁ ଯାଇ ପ୍ରଚାର କରିପାରିବେନି । ପ୍ରାର୍ଥୀଙ୍କ ସହ ୨ଜଣ ଲୋକ ଯାଇପାରିବେ । ଭର୍ଚୁଆଲ ପ୍ଲାଟଫର୍ମରେ ହେବ ନିର୍ବାଚନ ପ୍ରଚାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍