Masthead

ବିଧାୟକଙ୍କ କଥା ଶୁଣିଲେ ନାହିଁ ସଭ୍ୟ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ କଥା ଶୁଣିଲେ ନାହିଁ ସଭ୍ୟ । କାହିଁକି ଆମେ ଦେବୁ ନାହିଁ ପଞ୍ଚାୟତ ପ୍ରୋଜେକ୍ଟ କହି ଆଧାରୁ ଉଠିଲେ। ହାଟଡିହି ବ୍ଲକ ପଞ୍ଚାୟତ ସମିତି ଗୃହରେ ଦେଖାବାକୁ ମିଳିଛି ଏଭଳି ଚିତ୍ର। ଏହି ସ୍ୱତନ୍ତ୍ର ବୈଠକରେ ସଭାରେ ବିଧାୟକ ଅଭିମନ୍ୟୁ ସେଠୀଙ୍କ ସହ ବିଜେପି ସାଂସଦ ପ୍ରତିନିଧି ଓ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଉପସ୍ଥିତ ରହିଥିଲେ।

ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ କେଉଁ କେଉଁ ପ୍ରସ୍ତାବ ଦେଇପାରିବେ ଓ କେତେ ଟଙ୍କାରେ ଦେବେ ଆରମ୍ଭ କରିବା ମାତ୍ରେ ଉଠିଥିଲେ ସଭ୍ୟମାନେ । ପ୍ରଶ୍ନ କରିଥିଲେ ଯେ କାହିଁକି ବସିଛି ଆଜିର ବୈଠକ । ପରେ ବିଡ଼ିଓ ଉତ୍ତର ରଖିଥିଲେ କି ପ୍ରତି ପଞ୍ଚାୟତ ରୁ ଆସିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସ୍ୱୀକୃତି ଦିଆଯିବ। ସେତେବେଳେ ଆରମ୍ଭ ହୋଇଥିଲା ହଙ୍ଗାମା।

ଆମକୁ ସେ ନା ପ୍ରସ୍ତାବ ଦେଇଛନ୍ତି, ଗ୍ରାମ ସଭା ପଲ୍ଲି ସଭା, ଆମକୁ ଡ଼ାକୁନଥିବା ରୁ କିଏ ସେ ପ୍ରସ୍ତାବ ଦେଇଛି କାହିଁକି ଆମେ ପ୍ରସ୍ତାବ ଦେବୁ ନାହିଁ ବୋଲି କହି କକ୍ଷ୍ୟ ତ୍ୟାଗ କରିଥିଲେ । ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆସି ବୁଝାଇ ବା ପରେ ଗୃହକୁ ଫେରି ଥିଲେ ସମସ୍ତେ। ବିଡ଼ିଓ ସଭ୍ୟଙ୍କ ଦାବି ରଖିବାକୁ ନିଷ୍ପତି ଦେବା ପରେ ଗୃହ ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ