Masthead

ବନ୍ଧୁକ ଦେଖାଇ ଲୁଟ

ଉଦଳା: ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ ମି. ସମୟ ରେ ଉଦଳା ଥାନା ଅନ୍ତର୍ଗତ ଜ୍ୟୋତିନଗର୍ ୧୨ ନମ୍ୱର୍ ୱାର୍ଡ ସ୍ଥିତ ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ସପନ କୁମାର ମହାନ୍ତି ଙ୍କ ଭଡା ଘରେ ତାଙ୍କ ଅନୁପସ୍ଥିତି ରେ ୫ ଜଣ ଦୁର୍ବୃତ ଛାତ୍ର ର ପରିଚୟ ଦେଇ ପଶିଆସି ତାଙ୍କ ସ୍ତ୍ରୀ (ଗୀତାଞ୍ଜଳି ମହାନ୍ତି )୪୨ ଙ୍କ ମୁଣ୍ଡ ରେ ବନ୍ଧୁକ ଦେଖାଇ ଥିଲେ ଏବଂ ଘରେ ଯାହା ସବୁ ଜିନିଷ ଅଛି ସେ ସବୁ ଦେବକୁ କହିଥିଲେ, ଏବଂ ତାଙ୍କୁ ଆକ୍ରମଣ କରିବା ସହ ଗାମୁଛା ସାହଯ୍ୟ ରେ ତାଙ୍କ ଗୋଡ ହାତ କୁ ବାନ୍ଧି ଦେଇଥିଲେ ଏହି ସମୟରେ ତାଙ୍କ ୧୦ ବର୍ଷ ର ପୁଅ ବାହାରି ଆସିବାରୁ ପୁଅ କୁ ଜୀବନ ରୁ ମାରିଦେବା ର ଧମକ ଦେଇ ଘରର ଆଲମାରୀର ରୁ ୮୦୦୦ ଟଙ୍କା ନଗଦ ଏବଂ ପିନ୍ଧିଥିବା ସୁନା ଚେନ୍ ସହ ଏକ ଆଣ୍ଡ୍ରଏଡ ମୋବାଇଲ ଫୋନ ନେଇଯାଇଛନ୍ତି। ସୁନା ଚେନ୍ ର ମୂଲ୍ୟ ପାଖା ପାଖି ୪୦ ରୁ ୫୦ହଜାର ଟଙ୍କା ହବ ବୋଲି ତାଙ୍କର ସ୍ଵାମୀ ପ୍ରକାଶ କରିଛନ୍ତି । ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜରି ରଖିଥିବାର ଉଦଳା ଥାନା ସବ୍ ଇନ୍ସପେକ୍ଟର ବିଜୟ ମୁର୍ମୁ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା