Masthead

ଅକ୍ଷୟ କୁମାରଙ୍କ ‘ଓଏମଜି-୨’କୁ ଝଟକା

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ ମାଇଁ ଗଡ’ କୁ ନେଇ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସେନ୍ସର ବୋର୍ଡର ଅନୁସନ୍ଧାନ କମିଟି ଏହି ଚଳଚ୍ଚିତ୍ରକୁ ସମୀକ୍ଷା କମିଟିକୁ ପଠାଇଥିଲେ । ବର୍ତମାନ ଫିଲ୍ମଟିକୁ ଦେଖିବାପରେ ସମୀକ୍ଷା କମିଟି ଏଥିରେ ଥିବା ୨୦ଟି ସିନ୍ ବା ଦୃଶ୍ୟକୁ କାଟିବା ଲାଗି ପରାମର୍ଶ ଦେଇଛି ।ତେବେ ସମୀକ୍ଷା କମିଟିର ଏହି ପରାମର୍ଶ ପରେ ଚଳଚ୍ଚିତ୍ର ନିର୍ମାତ୍ତା ଖୁସି ନାହାନ୍ତି । ନିର୍ମାତ୍ତାଙ୍କ କହିବାକଥା ଫିଲ୍ମଟିରେ ଏମିତି କିଛି ସିନ ନାହିଁ, ଯେଉଁଠି ସିନ କାଟିବାର ଆବଶ୍ୟକତା ଅଛି ।

ତେବେ ଚଳଚ୍ଚିତ୍ରଟି ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ବେଳେ ଏହାକୁ ସେନ୍ସର ବୋର୍ଡ ଅନୁମୋଦନ କରିନାହିଁ । ରିଲିଜ ହେବାକୁ ଆଉ ୧୫ ଦିନ ବାକିଥିବା ବେଳେ ଏ ପର୍ଯ୍ୟନ୍ତ ସିନେମାଟିର ଟ୍ରେଲର ରିଲିଜ ହୋଇନାହିଁ । ଫିଲ୍ମର ପ୍ରମୋସନ ମଧ୍ୟ ହୋଇପାରୁନାହିଁ । ତେବେ ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ତାରିଖ ଘୁଞ୍ଚିପାରେ ବୋଲି ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ