Masthead

ଆମେରିକାର ଅଜବ ନ୍ୟାୟ ବ୍ୟବସ୍ଥା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁହଁ ବନ୍ଦ କରିବା ପାଇଁ ଲାଞ୍ଚ ବା ହଶ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲିଛି । ଅଭିନେତ୍ରୀ ଷ୍ଟର୍ମି ଟ୍ରମ୍ପଙ୍କ ବିରୋଧରେ କରିଥିବା ହାରିଯିବା ପରେ ଟ୍ରମ୍ପଙ୍କ ଅଦାଲତ ଖର୍ଚ୍ଚ ଲାଗି ୧ ଲକ୍ଷ ୨୧ଡଲାର ପୈଠ କରିବାକୁ କାଲିଫର୍ଣ୍ଣିଆର ୯ମ ୍ୟୁଏସ ସର୍କିଟ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ଷ୍ଟର୍ମି ଏହି ମାମଲାରେ ୫ ଲକ୍ଷ ଡଲାରରୁ ଅଧିକ ଅର୍ଥ ପୈଠ କରୁଛନ୍ତି ।

ଷ୍ଟର୍ମି ୨୦୧୮ରେ ଟ୍ରମ୍ପଙ୍କ ବିରୋଧରେ ମାନହାନି ମାମଲା କରି ହାରି ଯାଇଥିଲେ । ଟ୍ରମ୍ପ ହଶ ମନି ଦେବା ନିମନ୍ତେ ଷ୍ଟର୍ମିଙ୍କୁ ୧ ଲକ୍ଷ ୩୦ ହଜାର ଡଲାର ଲାଞ୍ଚ ଦେବା ଏବଂ ପରେ ନିଜ ବ୍ୟବସାୟ ରେକର୍ଡ ଭୁଲ ଦେଖାଇବା ଆଦି ନେଇ ନୁ୍ୟୟର୍କରେ କୋର୍ଟରେ ପୁର୍ବତ୍ତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୪ ଅଭିଯୋଗ ରହିଛି । ମଙ୍ଗଳବାର ଟ୍ରମ୍ପ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା