Masthead

ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ପୋଷ୍ଟକଲେ ଆଉ ଏକ ଭିଡିଓ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ ସବୁଠି ଚର୍ଚ୍ଚା । ଦିନଥିଲା ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ କଥା ପୁରା ଓଲଟା । ଏହାରି ମଧ୍ୟରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଅଭିନେତା ସ୍ୱାମୀ ଅନୁଭବ ମହାନ୍ତି ।

ସେ କହିଛନ୍ତି ଆମେ ରାତିରେ ଶୋଇପାରୁନୁ । ଆମ ପରିବାର ଶୋଇ ପାରୁନି । ବାପା, ମା’ ଓ ପରିବାର ମୋ ପାଇଁ ସବୁକିଛି । ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ୱୀକାର କରନ୍ତୁ । ଶାନ୍ତି ଶୃଙ୍ଖଳାର ସହ ଅଲଗା ହେବାକୁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ । ଅନୁଭବ କହିଛନ୍ତି କାରଣ ଯାହା ବି ହେଉ ଆମ ବିବାହ ବିଫଳ ହୋଇଛି । ସ୍ୱାମୀ ସ୍ତ୍ରୀ ହୋଇ ରହିପାରିଲେ ନାହିଁ କିନ୍ତୁ ବିଚ୍ଛେଦ ପରେ ଭଲ ବନ୍ଧୁ ହୋଇ ରହିପାରିବା ବୋଲି ବର୍ଷାଙ୍କୁ ଭିଡିଓରେ ଅନୁରୋଧ କରିଛନ୍ତି ଅନୁଭବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ