Masthead

ରଥରୁ ନେଇ ଆଜି ଯାଏଁ ୭ ଦିନରେ ୮ ବିଭ୍ରାଟ, କେମିତି ସହୁଛନ୍ତି ଜଗନ୍ନାଥ

ପୁରୀ (ବଡ଼ ଖବର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ବିଭ୍ରାଟ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଗକୁ ଅଛି ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ । ପ୍ରଶ୍ନ ଉଠୁଛି ଯେ ଆଗକୁ ସେଭଳି କିଛି ତ୍ରୁଟି ଦେଖାଯିବନି ତ?

ରଥଯାତ୍ରାରୁ ବିଭ୍ରାଟ ପରେ ବିଭ୍ରାଟ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟି ତ୍ରୁଟି ।

୧.ରଥଯାତ୍ରା ଦିନ ପହଣ୍ଡି ବେଳେ ଝୁଙ୍କି ପଡ଼ିଲେ ମହାପ୍ରଭୁ
୨. ସୂର୍ଯ୍ୟାସ୍ତ ପରେ ଟଣାଗଲା ରଥ
୩ .ରଥ ଉପରେ ଠାକୁର ଉପାସ
୪.ଗୁଣ୍ଡିଚା ଘରକୁ ଯିବା ବେଳେ ବଳଭଦ୍ରଙ୍କ ପହଣ୍ଡିରେ ତ୍ରୁଟି
୫.ମହାପ୍ରଭୁଙ୍କ ପହଣ୍ଡି ବେଳେ ବି ତ୍ରୁଟି
୬.ହେରାପଂଚମୀ ନୀତି ସନ୍ଧ୍ୟା ବଦଳରେ ହେଲା ଭୋରରେ
୭.ରାତି ଅନିଦ୍ରା ରହିଲେ ମହାପ୍ରଭୁ
୮.ଗୋଟିଏ ଦିନରେ ହୋଇପାରିଲାନି ୩ ରଥର ଦକ୍ଷିଣମୋଡ଼

ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା ଦର୍ଶନ ସାରିବାକୁ ନିଷ୍ପତ୍ତି

ଏଭଳି ବିଭ୍ରାଟ ପଛରେ ଦାୟୀ କିଏ?

ଠାକୁରଙ୍କ ନାଁ ନେଇ ଖସିଯାଉଛି କି ବ୍ୟବସ୍ଥା?
ସବୁ ଠିକଠାକ ଚାଲିଛି କହି ଆମେ ଚୁପ୍ ରହିବା କି?
ମହାପ୍ରଭୁ କିଛି ସଙ୍କେତ ଦେବାକୁ ଚାହୁଁଛନ୍ତି କି?
ଶ୍ରୀକ୍ଷେତ୍ରରେ ସବୁ ଠିକଠାକ୍ ଚାଲିଛି ତ?

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର