Masthead

ସର୍ବଦଳୀୟ ବୈଠକକୁ ଆସିଲାନି ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାହୁଲଙ୍କ ସଦସ୍ୟତା ନେଇ ଭୁବନେଶ୍ୱରରେ ବସିଲା ଅଲ୍ ପାର୍ଟି ମିଟିଂ । ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବସିଲା ଅଲ୍ ପାର୍ଟି ବୈଠକ। ଯୋଗ ଦେଲାନି ବିଜେଡି। ଗଣତାନ୍ତ୍ରିକ ଦଳ ସହିତ ସାମିଲ ହେବା ପାଇଁ ଆହ୍ବାନ କଲେ ନେତା। ବୈଠକରେ ସିପିଆଇ, ସିପିଏମ, ସିପିଏମଏଲ, ଆର ଜେଡି, ଜେଫିୟୁ, ଆପ, ସମାଜବାଦ ପାର୍ଟି , ଫରୱାର୍ଡ ବ୍ଲକ୍ ଓ ସମୃଦ୍ଧ ଓଡ଼ିଶା ଆଦି ଦଳ ଯୋଗ ଦେଇଥିଲେ । ବୈଠକରେ ସଭାପତିତ୍ବ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ସେପଟେ ଆସନ୍ତା ସୋମବାର ରାଜଭବନ ଯିବେ ନେତା ।

ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ର ବିରୋଧରେ ଫେରାଦ ହେବେ ନେତା । ସାରା ରାଜ୍ୟରେ ମୋଦି ସରକାରଙ୍କ ମନୋମୁଖୀ ଶାସନ ବିରୋଧରେ ଲଢେ଼ଇ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ ଥିବାରୁ ତାକୁ ବଞ୍ଚାଇବାକୁ ବସିଥିଲା ବୈଠକ। ବିଜେଡିକୁ ଆହ୍ବାନ କରୁଚୁ ସେ ସାମିଲ ହେଉ। ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁ। ରାହୁଲ ଗାନ୍ଧିଙ୍କ ପ୍ରତି ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଉଛି ତାହା ସମ୍ବିଧାନ ବିରୋଧୀ ବୋଲି ପିସିସି ସଭାପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ