Masthead

ବିଏସଏଫ ବାହିନୀକୁ ମିଳିଲା ବଡ଼ ସଫଳତା, ଜଙ୍ଗଲରୁ ମାଓ ଡମ୍ପ ଜବତ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ବିଏସଏଫ ବାହିନୀକୁ ମିଳିଲା ବଡ଼ ସଫଳତା । ଗୁଇନ୍ଦା ସୂଚନା ଆଧାରରେ ବଡିଗେଟା ଜଙ୍ଗଲରୁ ଜବତ ହେଲା ମାଓ ଡମ୍ପ । ବିଏସଏଫ ଓ ଡିଭିଏଫ ବାହିନୀର ଜବାନ ମାନେ କାଲିମେଳା ଥାନା ଏଲକାନୁର ଓ ଦୟାଲଟୁଙ୍ଗି ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି ।

ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ୍ ବୋମା, ୩୬ଟି ହେଣ୍ଡ ଗ୍ରେନେଡ, ୨୪ଟି ଜେଲାଟିନ୍ ଷ୍ଟିକ, ୪୦ ମିଟର କୋଡେକ୍ସ ତାର, ୨୨ଟି ଇଲେକ୍ଟ୍ରୋନିକ୍ ଡେଟୋନେଟର, ଗୋଟିଏ ଭର୍ମର, ୨ଟି ରିମୋଟ, ଗୋଟିଏ ଇଲେକ୍ଟ୍ରିକ୍ ମୋଟର, ୩ଟି ଏଲପିଜି ସିଲିଣ୍ଡର ଓ ୧୫ ଟି ଲୁହା ପ୍ଲେଟ । ଏତେ ସବୁ ମାଓ ସାମଗ୍ରୀ ଜବତ ହେବ ପରେ ପୋଲିସ ଅନୁମାନ କରୁଛି ଯେ ସିମାନ୍ତ ଛତିଶଗଡରେ ଜୋରଦାର ଅପରେସନ ଚାଲିଥିବା ବେଳେ ଜୀବନ ବଞ୍ଚାଇବା ଲାଗି ମାଓବାଦୀ ମାନେ ପୁଣିଥରେ ମାଲକାନଗିରି ଜିଲ୍ଲା ଭିତରେ ପ୍ରବେଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା