Masthead

ଜଙ୍ଗଲ ସଫାରିରେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଜଙ୍ଗଲ ସଫାରିରେ ବାହାରିଛନ୍ତି । ରବିବାର କର୍ଣ୍ଣାଟକର ବାନ୍ଦିପୁର ଏବଂ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବେ । ଏହି ସମୟ ମଧ୍ୟରେ ସେ ବାନ୍ଦିପୁର ଟାଇଗର ରିଜର୍ଭରେ ଏକ ସଫାରି ଯାତ୍ରା ମଧ୍ୟ ଉପଭୋଗ କରିବେ ।
ଏହି ଯାତ୍ରାକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଲୁକ୍ର ଫଟୋ ସାମ୍ନାକୁ ଆସିଛି ।

ଏଥିରେ ପ୍ରଧାନମନ୍ତ୍ରୀ ଖାକି ରଙ୍ଗର ପ୍ୟାଣ୍ଟ ଓ ଟି-ସାର୍ଟରେ ନଜର ଆସିଥିଲେ। ତା ସହିତ ଏକ କଳା କ୍ୟାପ୍ ଏବଂ କଳା ଜୋତା ମଧ୍ୟ ପିନ୍ଧିଛନ୍ତି । ଫଟୋରେ ପିଏମ ମୋଦି ହାତରେ ଅଧା ଜ୍ୟାକେଟ ଧରି ଥିବାର ନଜର ଆସିଛନ୍ତି। ପ୍ରଧାନମନ୍ତ୍ରୀ ‘ବାଘ ସଂରକ୍ଷଣ ପାଇଁ ଅମୃତ କାଲଙ୍କ ଭିଜନ’ ପ୍ରକାଶ କରିବେ ଏବଂ ‘ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ସ ଆଲାଇନ୍ସ’ (ଆଇବିସିଏ) ମଧ୍ୟ ଆରମ୍ଭ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା