Masthead

ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ

ଜଗତସିଂପୁର (ବଡ଼ ଖବର ବ୍ୟୁରୋ) ଗୋଟିଏ ଚୋରି ବାଇକ କୁ ଧରିବାକୁ ଯାଇ ପୋଲିସ ହାତରେ ଲାଗିଲା ୫ଟି ଚୋରି ବାଇକ । ଘଟଣା ଟି ଘଟି ଥିଲା ଜଗତସିଂହପୁର ଥାନା ଅଧିନସ୍ତ ଆଳିପିଙ୍ଗଳ ବଜାର ରେ । ଏହି ବଜାର ରେ ଦିବ୍ୟସିଙ୍ଗ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ରଙ୍ଗଦୋକାନ ସମ୍ମୁଖରେ ନିଜ ବାଇକଟିକୁ ରଖି ଗୋଦାମ ଗୃହ କୁ ଯାଇଥିବା ସମୟରେ ଜଣେ ଦୁର୍ବୁତ୍ତ ତାଙ୍କ ଦୋକାନ ର କ୍ୟାସ ବାକ୍ସ ରୁ ଟଙ୍କା ନେଇ ଯିବାସହିତ ତାଙ୍କ ବାଇକ ଟିକୁ ମଧ୍ୟ ନେଇ ଚମ୍ପଟ ମାରିଥିଲା ।ଅନେକ ଖୋଜାଖୋଜି ପରେବି ବାଇକ ଫେରି ପାଇନଥିଲେ । ଏ ନେଇ ସେ ଜଗତସିଂହପୁର ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ କ୍ରମେ ଘଟଣା ର ତଦନ୍ତ କରି ଏହି କାରବାର ରେ ସମ୍ପୃକ୍ତ ଥିବା ତିନି ଜଣ ଯୁବକ ରଂଜିତ ସ୍ୱାଇଁ, ମହେନ୍ଦ୍ର ରାଉତ ଓ ଅନନ୍ତ ମଲ୍ଲିକ ଏହି ତିନି ଜଣକୁ ଗିରଫ କରିଥିଲା । ଏଥିସହିତ ସେମାନଙ୍କ ନିକଟରୁ ୫ ଟି ଚୋରି ବାଇକ ଓ ନଗଦ କିଛି ଟଙ୍କା ମଧ୍ୟ ଜବତ କରିଥିଲା । ଯାହାକୁ ନେଇ ଆଜି ଜଗତସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ