ପାରାଦୀପ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ପାରାଦୀପରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ପାରାଦୀପ ଡିଏସପି ସନ୍ତୋଷ ଜେନା ଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ ଷଣ୍ଢକୁଦରୁ ଆରମ୍ଭ ହୋଇ ସହର ପରିକ୍ରମା କରି ବଡ଼ବଡ଼ିଆ ଥାନା ଛକରେ ସମାପ୍ତ ହୋଇଥିଲା। ପାରାଦୀପ ଟାଉନ ସମେତ ନୂଆବଜାର, କଲେଜ ରୋଡ, ମଧୁବନ, କେବିନ ମାର୍କେଟ ପ୍ରଭୃତି କଲୋନୀରେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଆସନ୍ତା ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି।
Prev Post
Next Post
ଆଗକୁ ପଢନ୍ତୁ
