Masthead

ବଢୁଛି ଜଳକା ନଦୀ ଜଳସ୍ତର, ସୃଷ୍ଟି ହୋଇପାରେ ବନ୍ୟା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିପଦ ସଙ୍କେତ ଡେଇଁଲା ଜଳକା । ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ଗାଁ ଲୋକେ । ବନ୍ୟା ହେଲେ ଦୁଇଟି ବ୍ଲକର ୧୩ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା । ବସ୍ତା ମଥାନୀ ଠାରେ ଜଳକା ନଦୀର ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬ .୨୦ ମିଟରରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ଧୀରେ ଧୀରେ ଜଳକାର ଜଳସ୍ତର ବଢୁଥିବା ବେଳେ ସୃଷ୍ଟି ହୋଇପାରେ ବନ୍ୟା । ତେବେ ଲଘୁଚାପ ଜନିତ ଦୁଇଦିନ ଲଗାଣ ବର୍ଷା ପାଇଁ ଦେଖା ଦେଇଛି ଏଭଳି ସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା