Masthead

ବଲାଙ୍ଗିରରେ ଆରମ୍ଭ ହେବ ମଠଖାଇ ମହୋତ୍ସବ, କୋଶଳୀ ଭାଷାରେ ନାଟକ ପାଇଁ ଗୁରୁତ୍ଵ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ଆରମ୍ଭ ହେବ ମଠଖାଇ ମହୋତ୍ସବ। ଜାନୁୟାରୀ ୭ ରୁ ୧୧ ତାରିଖ ଯାଏଁ ପାଞ୍ଚ ଦିନ ଧରି ଚାଲିବ ଏହି ନାଟ୍ୟ ମହୋତ୍ସବ । ଚଳିତ ବର୍ଷ କେବଳ ଆଞ୍ଚଳିକ ନାଟକକୁ ଅଧିକ ଗୁରୁତ୍ଵ ଦିଆଯିବ । ପୂର୍ବରୁ ବାହାର ବହୁଭାଷୀ ନାଟକ ଉପରେ ଅଧିକ ଫୋକସ କରାଯାଉଥିଲା।

ଯେଉଁଥିପାଇଁ ଆଞ୍ଚଳିକ ଭାଷା ତଥା କୋଶଳୀ ଭାଷାରେ ନାଟକ ମରୁଡି ପଡ଼ିଥିବା ଦେଖାଯାଉଛି। ଫଳରେ ଏ ବର୍ଷ କେବଳ କୋଶଳୀ ଭାଷା ଉପରେ ଆଞ୍ଚଳିକ ନାଟକ କରାଯିବ। ସେପଟେ ମଠଖାଇ ନାଟ୍ୟ ମହୋତ୍ସବକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ନରସିଂହ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା