Masthead

Paytmକୁ ନେଇ ଆସିଲା ବଡ଼ ଖବର, ପ୍ଲେ ଷ୍ଟୋରରୁ ବାଦ୍ ଦେଲା ଗୁଗୁଲ

ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମ ପେ ଟିଏମକୁ ବଡ଼ ଝଟକା । ଜୁଆ ନୀତି (gambling policies) ଉଲ୍ଲଂଘନ ଅଭିଯୋଗରେ ପେ ଟିଏମ୍ ବିରୋଧରେ ଗୁଗୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ୍ ପ୍ଲେ ଷ୍ଟୋରରୁ ପେ ଟିଏମର ୨ଟି ଆପ୍ଲିକେସନକୁ ଅପସାରଣ କରିଛି ।

ମିଳିଥିବା ସୂଚନା ମୁତାବକ ପେ ଟିଏମ୍ ଓ ପେ ଟିଏମ୍ ଗେମ୍ସକୁ ପ୍ଲେ ଷ୍ଟୋରରୁ ଗୁଗୁଲ୍ ହଟାଇ ଦେଇଛି । ଉଭୟ ଆପ୍ ଦ୍ୱାରା ଲୋକଙ୍କୁ ଜୁଆ ଖେଳ ପ୍ରତି ପ୍ରୋତ୍ସାହନ ଦିଆଯାଉଥିବା ନେଇ ଅଭିଯୋଗ ହେଉଥିଲା । ଏହା ପରେ ପେ ଟିଏମକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା