Before Header

ଲଖିପୁର ହିଂସା ମାମଲା; ସୋନିଆ ଓ ଅଖିଳେଶ ଅଟକ

0 46

ବଡ଼ ଖବର ବ୍ୟୁରୋ: ଲଖିପୁର ହିଂସା ପରେ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପୁଲିସ ଅଟକ ରଖିଥିବାର ଖବର ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଏ ଘଟଣାକୁ ପ୍ରତିବାଦ କରି ହରିୟାଣାର ଅମଲା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ସୂଚନା ମିଳିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ଲକ୍ଷେ୍ନø ଯିବାକୁ ମଧ୍ୟ ଅନୁମତି ମିଳିନାହିଁ । କେବଳ ପ୍ରିୟଙ୍କା ନୁହେଁ ବରଂ ତାଙ୍କ ସହ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖାଯାଇଛି ।

Leave A Reply

Your email address will not be published.