Masthead

ରାଜସ୍ଥାନରେ ମଦ ବିକ୍ରି ଉପରେ ଲାଗିବନି ରୋକ, ରାଜସ୍ୱ ଆଦାୟ ପାଇଁ ଗେହଲଟ ସରକାରଙ୍କ ଏପରି ଘୋଷଣା

ଜୟପୁର(ବଡ଼ ଖବର ବ୍ୟୁରୋ): ଅଶୋକ ଗେହଲଟ ସରକାରଙ୍କ ବଡ଼ ଘୋଷଣା । ରାଜସ୍ଥାନରେ ବନ୍ଦ ହେବନି ମଦ ବିକ୍ରି । ଏହାବାଦ ଅଶୋକ ଗେହଲଟ ସରକାର ଏହାମଧ୍ୟ କହିଛନ୍ତି ଯେ, ରାଜ୍ୟର ଲୋକଙ୍କୁ ଭଲ କ୍ୱାଲିଟିର ମଦ ଦିଆଯିବ । ଏପରି ଏକ ବଡ଼ ଘୋଷଣା ରାଜସ୍ଥାନର ବିଧାନସଭାରେ କରିଛନ୍ତି ଗେହଲଟ ସରକାର ।

ସରକାରଙ୍କ କହିବା କଥା ଯେ, ମାଦକ ଦ୍ରବ୍ୟର ଆମଦାନୀ ଭଲ ହେଉଛି । ଆଉ ଏଥିରୁ ଭଲ ରାଜସ୍ୱ ମଧ୍ୟ ଆଦାୟ କରାଯାଉଛି । ଯେଉଁ କାରଣରୁ ରାଜ୍ୟରେ ମଦର ବିକ୍ରି ଉପରେ ରୋକ ଲାଗିବ ନାହିଁ । ବିଜେପି ବିଧାୟକ ମଦନ ଦିଲାବର ବିଧାନସଭାରେ ସରକାରଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ । ଯାହାର ଯବାବରେ ଏପରି ଉତ୍ତର ରଖି ଗେହଲଟ ସରକାର ଏପରି ଉତ୍ତର ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ