Masthead

କଂଗ୍ରେସର ଡିଏନଏରେ ହିଁ ଲୁଟ ଭରିରହିଛି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାରେ ଲାଗିଛନ୍ତି । କିଏ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଉ କିଏ ନିଜ ଦୋଷ ଅନ୍ୟ ମୁଣ୍ଡରେ ବଳିଦେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କଂଗ୍ରେସକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି । ତେବେ ଲୁଟ କଂଗ୍ରେସର ଡିଏନଏରେ ଭରିରହିଛି । ତେଣୁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ଲୁଟର ନଜର ଆସିଥାଏ । ଭାରତୀୟ ଜନତା ପାର୍ଟିର ପ୍ରଦେଶ କାର୍ଯ୍ୟାଳୟ କୁଶାଭାଂଓ ଠାରେ ଅନୁଷ୍ଠିତ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ ଏପରି କହିଛନ୍ତି । ନରେନ୍ଦ୍ର ମୋଦି ସରକାର ଲୋକମାନଙ୍କର କେବଳ ବିକାଶର ହିଁ ଯୋଜନା କରିଥାନ୍ତି ।

ନା’ କେବଳ ଲୁଟିବା ପାଇଁ । ସେପଟେ କଂଗ୍ରେସ କିଛି ଦିନ ପୂର୍ବରୁ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଥିଲା । କେନ୍ଦ୍ର ସରକାର କେବଳ ଲୁଟିବା ଯୋଜନାରେ ରହିଛନ୍ତି । ହେଲେ କଂଗ୍ରେସର ଡିଏନଏରେ ଲୁଟ ଭରିରହିଛି । ତାଙ୍କ ଶାସନ କାଳରେ ଦେଶକୁ କଂଗ୍ରେସ କେବଳ ଲୁଟୁଥିଲା । ତାଙ୍କ କାର୍ଯ୍ୟକାଳରେ ପାଣିରେ ଲୁଟ, ସ୍ପେକ୍ଟ୍ରମରେ ଲୁଟ, ଆକାଶରେ ଲୁଟ, ଖଣିରେ ଲୁଟ ଏପରିକି ପ୍ରତ୍ୟେକ ଯାଗାରେ ଲୁଟ ହିଁ ଲୁଟ ଭରି ରହିଥିଲା ବୋଲି ଏହାର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା